Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ପୁରୁଷ
କଥାବାର୍ତ୍ତାବେଳେ ଆମେ ଦେଖୁ, ଜଣେ କହୁଛି, ଜଣକୁ କହୁଛି ଏବଂ ଜଣକ ବିଷୟରେ କହୁଛି, ଯିଏ କହେ ସେ ନିଜକୁ ମୁଁ, ଆମେ, ଆମେମାନେ ଶବ୍ଦ ମାଧ୍ୟମରେ ପ୍ରକାଶ କରେ । ଏସବୁ ଶବ୍ଦକୁ ବ୍ୟାକରଣରେ ପ୍ରଥମ ପୁରୁଷ କୁହାଯାଏ । ସେମିତି ଯାହାକୁ କୁହାଯାଏ ତା' ପାଇଁ ତୁ, ତୁମେ, ଆପଣ ଶବ୍ଦଗୁଡ଼ିକର ବ୍ୟବହାର ହୋଇଥାଏ । ଏସବୁ ଶବ୍ଦକୁ ଆମେ ବ୍ୟାକରଣରେ ଦ୍ୱିତୀୟ ପୁରୁଷ କହିଥାଉ । ଯାହା ବିଷୟରେ କୁହାଯାଏ ତା' ପାଇଁ ଆମେ, 'ସେ', 'ସେମାନେ', 'ଇଏ', 'ସିଏ', 'କିଏ', 'ଯେଉଁମାନେ', 'କେଉଁମାନେ', 'ଏମାନେ' ଆଦି ଶବ୍ଦ ବ୍ୟବହାର କହୁ । ଏହାକୁ ଆମେ ତୃତୀୟ ପୁରୁଷ କହୁ । ତେଣୁ, ବ୍ୟାକରଣରେ ପୁରୁଷ ତିନି ପ୍ରକାରର - ପ୍ରଥମ ପୁରୁଷ, ଦ୍ୱିତୀୟ ପୁରୁଷ ଓ ତୃତୀୟ ପୁରୁଷ ।
ପ୍ରଥମ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ମୁଁ ଆମେ, ଆମେମାନେ
ଦ୍ୱିତୀୟା ମୋତେ ଆମକୁ, ଆମମାନଙ୍କୁ
ତୃତୀୟା ମୋ'ଦ୍ୱାରା ଆମଦ୍ୱାରା, ଆମମାନଙ୍କଦ୍ୱାରା
ଚତୁର୍ଥୀ ମୋତେ ଆମକୁ, ଆମମାନଙ୍କୁ
ପଞ୍ଚମୀ  ମୋ'ଠାରୁ ଆମଠାରୁ, ଆମମାନଙ୍କଠାରୁ
ଷଷ୍ଠୀ ମୋର ଆମମାନଙ୍କର
ସପ୍ତମୀ ମୋ'ଠାରେ ଆମଠାରେ, ଆମମାନଙ୍କଠାରେ।
ଦ୍ୱିତୀୟ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ତୁ, ତୁମେ, ଆପଣ ତୁମେମାନେ, ଆପଣମାନେ
ଦ୍ୱିତୀୟା ମୋତେ, ତୁମକୁ ଆପଣଙ୍କୁ ତୁମମାନଙ୍କଦ୍ୱାରା, ଆପଣମାନଙ୍କଦ୍ୱାରା
ତୃତୀୟା ତୋ'ଦ୍ୱାରା, ତୁମ ଦ୍ୱାରା ଆପଣଙ୍କଦ୍ୱାରା ତୁମମାନଙ୍କ ଦ୍ୱାରା, ଆପଣମାନଙ୍କଦ୍ୱାରା
ଚତୁର୍ଥୀ ତୋତେ, ତୁମକୁ ଆପଣଙ୍କୁ, ତୁମମାନଙ୍କୁ, ଆପଣମାନଙ୍କୁ
ପଞ୍ଚମୀ ତୋ'ଠାରୁ, ତୁମଠାରୁ ଆପଣଙ୍କଠାରୁ ତୁମମାନଙ୍କଠାରୁ, ଆପଣମାନଙ୍କଠାରୁ
ଷଷ୍ଠୀ ତୋ'ର, ତୁମର ଆପଣଙ୍କର ତୁମମାନଙ୍କର, ଆପଣମାନଙ୍କର
ସପ୍ତମୀ ତୋ'ଠାରେ, ତୁମଠାରେ ଆପଣଙ୍କଠାରେ ତୁମମାନଙ୍କଠାରେ,ଆପଣମାନଙ୍କଠାରେ।
ତୃତୀୟ ପୁରୁଷ

ବିଭକ୍ତି ଏକବଚନ ବହୁବଚନ

ପ୍ରଥମା ସେ, ତାହା, ଏ, ଏହା ସେମାନେ, ସେଗୁଡ଼ିକ, ଏମାନେ,ଏଗୁଡ଼ିକ
ଦ୍ୱିତୀୟା ତାକୁ, ତାଙ୍କୁ, ୟାକୁ, ୟାଙ୍କୁ ସେମାନଙ୍କୁ, ସେଗୁଡ଼ିକୁ, ଏମାନଙ୍କୁ,ଏଗୁଡ଼ିକୁ
ତୃତୀୟା ତାଦ୍ୱାରା, ତାଙ୍କଦ୍ୱାରା, ସେମାନଙ୍କଦ୍ୱାରା, ସେଗୁଡ଼ିକଦ୍ୱାରା, ଏହାଦ୍ୱାରା, ଏହାଙ୍କଦ୍ୱାରା ଏମାନଙ୍କଦ୍ୱାରା, ଏଗୁଡ଼ିକଦ୍ୱାରା
ଚତୁର୍ଥୀ ତାକୁ, ତାଙ୍କୁ, ୟାକୁ, ୟାଙ୍କୁ ସେମାନଙ୍କୁ, ସେଗୁଡ଼ିକୁ, ଏମାନଙ୍କୁ।
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.