Odia-English Online
Dictionary & Grammar
Home
Browse Word
Grammar
Input Tools
Translation
Proverbs
Word Book
Odia - English Dictionary
Home
Dictionary
1. Prasasaba Dictionary
2. Shrimandir Dictionary
3. Samalpuri Dictionary
Grammar
Browse Word
Word Book
Proverbs
Odia Translatations
Odia Typing
Lession [Trending]
TechDaily
Search Key
Odia
English
Main Word
Content
Odia Grammar : Topic & Details
Topics
Odia Grammar
ବାକ୍ୟବିଚାର
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କୃଦନ୍ତ
କାରକ
ବିଭକ୍ତି
ପୁରୁଷ
ଉପସର୍ଗ ଓ ପ୍ରତ୍ୟୟ
Odia Grammar
ବାକ୍ୟବିଚାର
ବାକ୍ୟର ପ୍ରକାର ଭେଦ
ଶବ୍ଦ
ଶବ୍ଦର ପ୍ରକାର ଭେଦ
ସନ୍ଧି
ଲିଙ୍ଗ
ବଚନ
ସମାସ
କାରକ
ବିଭକ୍ତି
ପୁରୁଷ
ଉପସର୍ଗ ଓ ପ୍ରତ୍ୟୟ
ବାକ୍ୟ ବିଚାର
୧.
ପୂର୍ଣ୍ଣ ବାକ୍ୟ
ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
ଯଥା - 'ଅରୁଣ କାଲି'- ଏହା ସମ୍ପୂର୍ଣ୍ଣ ନୁହେଁ
ଅରୁଣ କାଲି ଗଛରେ ଚଢ଼ି ଫଳ ତୋଳିଥିଲା (ଏହା ସମ୍ପୂର୍ଣ୍ଣ ବାକ୍ୟ)
ଯୋଗ୍ୟତା
ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯାଗ୍ୟତା କୁହାଯାଏ
ବାଳକଟି ଉଡ଼ୁ ଅଛି (ବାଳକ ଉଡ଼ି ପାରେନା)
ଛେଳି ଗୀତ ଗାଉଛି (ଛେଳି ଗୀତ ଗାଇବାକୁ ଯୋଗ୍ୟ ନୁହେଁ)
ଏହିପରି ପଢ଼ିବାକୁ ପଡ଼ିବ
ବାଳକଟି ଦୌଡ଼ୁ ଅଛି
ଛବିତା ଗୀତ ଗାଉଅଛି
ଆକାଂକ୍ଷା
ମଦନ ସହିତ ........ (ବାକ୍ୟଟି ପୂର୍ଣ୍ଣ ନୁହେଁ ଓ ଏହା ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି)
ନିମ୍ନ କ୍ରମରେ ବାକ୍ୟର ପୂର୍ଣ୍ଣତା ଅଣାଯାଇପାରେ ଯଥା-
ମଦନ ସହିତ ତାଙ୍କ ବାପା ଆସିବେ।
© 2026. All right reserved.