Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ବାକ୍ୟ ବିଚାର
୧. ପୂର୍ଣ୍ଣ ବାକ୍ୟ ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ବାକ୍ୟ ହୁଏ।
  • ଯଥା - 'ଅରୁଣ କାଲି'- ଏହା ସମ୍ପୂର୍ଣ୍ଣ ନୁହେଁ
  • ଅରୁଣ କାଲି ଗଛରେ ଚଢ଼ି ଫଳ ତୋଳିଥିଲା (ଏହା ସମ୍ପୂର୍ଣ୍ଣ ବାକ୍ୟ)
  ଯୋଗ୍ୟତା ବାକ୍ୟରେ ବ୍ୟବହାର କରାଯାଉଥିବା ପଦ ଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ ଯାଗ୍ୟତା କୁହାଯାଏ
  • ବାଳକଟି ଉଡ଼ୁ ଅଛି (ବାଳକ ଉଡ଼ି ପାରେନା)
  • ଛେଳି ଗୀତ ଗାଉଛି (ଛେଳି ଗୀତ ଗାଇବାକୁ ଯୋଗ୍ୟ ନୁହେଁ)

ଏହିପରି ପଢ଼ିବାକୁ ପଡ଼ିବ

  • ବାଳକଟି ଦୌଡ଼ୁ ଅଛି
  • ଛବିତା ଗୀତ ଗାଉଅଛି

 

  ଆକାଂକ୍ଷା ମଦନ ସହିତ ........ (ବାକ୍ୟଟି ପୂର୍ଣ୍ଣ ନୁହେଁ ଓ ଏହା ଅନ୍ୟ କିଛି କଥାକୁ ଅପେକ୍ଷା କରୁଛି)

ନିମ୍ନ କ୍ରମରେ ବାକ୍ୟର ପୂର୍ଣ୍ଣତା ଅଣାଯାଇପାରେ ଯଥା-

  • ମଦନ ସହିତ ତାଙ୍କ ବାପା ଆସିବେ।
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.