Odia-English Online
Dictionary & Grammar

  • Home
  • Browse Word
  • Grammar
  • Input Tools
  • Translation
  • Proverbs
  • Word Book
Odia - English
Dictionary
  • Home
  • Dictionary
    • 1. Prasasaba Dictionary
    • 2. Shrimandir Dictionary
    • 3. Samalpuri Dictionary
  • Grammar
  • Browse Word
  • Word Book
  • Proverbs
  • Odia Translatations
  • Odia Typing
  • Lession [Trending]
  • TechDaily
Odia English


 

Main Word

Odia Grammar : Topic & Details

Topics
Odia Grammar
  • ବାକ୍ୟବିଚାର
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କୃଦନ୍ତ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

Odia Grammar
  • ବାକ୍ୟବିଚାର
  • ବାକ୍ୟର ପ୍ରକାର ଭେଦ
  • ଶବ୍ଦ
  • ଶବ୍ଦର ପ୍ରକାର ଭେଦ
  • ସନ୍ଧି
  • ଲିଙ୍ଗ
  • ବଚନ
  • ସମାସ
  • କାରକ
  • ବିଭକ୍ତି
  • ପୁରୁଷ
  • ଉପସର୍ଗ ଓ ପ୍ରତ୍ୟୟ

ବିଭକ୍ତି
ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ । କର୍ତ୍ତା କାରକରେ ପ୍ରଥମା, କର୍ମ କାରକରେ ଦ୍ୱିତୀୟା, କରଣ କାରକରେ ତୃତୀୟା, ସଂପ୍ରଦାନ କାରକରେ ଚତୁର୍ଥୀ, ଅପାଦାନ କାରକରେ ପଞ୍ଚମୀ ସମ୍ବନ୍ଧ ପଦରେ ଷଷ୍ଠୀ ଓ ଅଧିକରଣ କାରକରେ ସପ୍ତମୀ ବିଭକ୍ତି ହୋଇଥାଏ ।
ପ୍ରଥମା ବିଭକ୍ତି କବି କବିତା ଲେଖନ୍ତି ।

ହେ ପ୍ରଭୁ! କ୍ଷମାକର ।

ତୃତୀୟା ବିଭକ୍ତି ଲାଜା ଗୀତ ଗାଉଛି ।

ଡେଜି ମନ୍ଦିରକୁ ଯାଉଛି ।

ତୃତୀୟା ବିଭକ୍ତି ମୁଖ୍ୟମବୀ ବିମାନରେ ମାଲକାନଗିରି ଗଲେ ।

ସମସ୍ତେ ଖୁସିରେ ରହନ୍ତୁ ।

ଚତୁର୍ଥୀ ବିଭକ ବ୍ରାହ୍ମଣଙ୍କୁ ଦକ୍ଷିଣା ଦିଅ ।

ଗୁରୁଜନଙ୍କୁ ଭକ୍ତି କର ।

ପଞ୍ଚମା ବିଭକ୍ତି
ଦେଶ ବିଦେଶରୁ ଅତିଥି ଆସିଲେ ।

ଆକାଂକ୍ଷାଠାରୁ ପ୍ରତୀକ୍ଷା ଦୁର୍ବଳ ।

ଷଷ୍ଠୀ ବିଭକ୍ତି ବସନ୍ତ ଋତୁମାନଙ୍କର ରାଜା ।

ଇନ୍ଦ୍ରଧନୁର ରଙ୍ଗ ମନଲୋଭା ।

ସପ୍ତମୀ ବିଭକ୍ତି ଆଶ୍ୱିନ ମାସରେ ଦୁର୍ଗାପୂଜା ହୁଏ । ପଶ୍ଚିମ ଓଡ଼ିଶାରେ ନୂଆଖାଇ ଗୋଟିଏ ଗଣପର୍ବ । ଯାହାଦ୍ୱାରା ସଂଖ୍ୟା ଓ କାରକର ପରିଚୟ ହୁଏ ତାହା ବିଭକ୍ତି । ବିଭକ୍ତି ପାଇଁ ଗୋଟିଏ ପଦ ବା କାରକ ଅନ୍ୟପଦଠାରୁ ଅଲଗା ବୋଲି ଜାଣିହୁଏ । ଗୋଟିଏ ପଦରୁ ଅନ୍ୟପଦକୁ ବିଭକ୍ତ କରୁଥିବାରୁ ଏହା ବିଭକ୍ତି ଭାବେ ପରିଚିତ ।
   
    

Important Links

  • Dictionary
  • Grammar
  • Word Book
  • Proverb
  • Translator
  • Online Odia Typing
Odia-English Dictionary

Odia-English Dictinary

 

Powerd by

More Links

  • About Us
  • Contact Us

© 2026. All right reserved.