View Page

Category

ss

cat1

cat2

Dictionary : View_page

ID Main Word Content
4591 ଅଫିମଖୋର

Also : [ ଅଫିମା, ଅଫିମୀ ]

  1. Aphimakhor (ଦେ.ବିଣ.) - ପ୍ରତିଦିନ ଅଫିମ ଖଇବାରେ ଅଭ୍ୟସ୍ତ Addicted to the habit of taking opium.
  2. ଯେ ଅତିରିକ୍ତ ମାତ୍ରାରେ ଅଫିମ ଅଭ୍ୟାସ କରିଛି Addicted to the habit of taking large doses of opium.
4592 ଅଫିମଖୋରୀ
  1. Aphimakhorī (ଦେ.ବି.) - ଅଫିମ ଖାଇବାର ଅଭ୍ୟାସ The habit of taking opium; opium habit.
4593 ଅଫିସ୍‌
  1. Aphis (ବୈ.ବି.) - କାର୍ଯ୍ୟାଳୟ; ମହକୁମା  office.
4594 ଅଫିସର୍‌
  1. Aphisar (ବୈ.ବି.) - (officer) କାର୍ଯ୍ୟାଳୟର ଭାରାପ୍ରାପ୍ତ କର୍ମଚାରୀ Officer.
  2. ବଡ଼ ହାକିମ High official.
4595 ଅଫିସିଆଲ

Also : [ ଅଫିସିଏଲ, ଅଫିସିଅଲ ] 

  1. Aphisial (ବୈ.ବିଣ.) - (ଇଂ. Official) ସରକାରୀ କାମ ସମ୍ବନ୍ଧୀୟ; ସରକାରୀ Official.
  2. କୌଣସି କାର୍ଯ୍ୟାଳୟ ସମ୍ବନ୍ଧୀୟ Relating to any office.
Page 919 of 933



Advertisement

sksk