| 4601 |
ଅଫେଣା |
Also : [ ଅଫେଣିଆ ]
- Apheṇā (ଦେ.ବିଣ.) - ଫେଣା ହୋଇ ନ ଥିବା ବା ହାତରେ ମଥିତ ହୋଇ ନ ଥିବା (ବଟାବିରି) (pasted pulse) Which has not been well agitated by the palm.
|
| 4602 |
ଅଫେନ |
- Aphena (ସଂ.ବିଣ.) - ଫେନଶୂନ୍ୟ Foamless.
- (ସଂ.ବି.) - ଅହିଫେନ; ଅଫିମ Opium.
|
| 4603 |
ଅବ୍ଉଆବ୍ |
- Abuāb (ବୈ.ବି.) - ସରକାରଙ୍କର ନିର୍ଦ୍ଧାରିତ ରାଜସ୍ୱ ବ୍ୟତୀତ ଜମିଦାର ପ୍ରଜାଠାରୁ ଅନ୍ୟ ଯେଉଁସବୁ କର ଆଦାୟ କରନ୍ତି; ଅତିରିକ୍ତ କର -Illegal exactions by the Zaminder in addition to the fixed rent; Abwab.
|
| 4604 |
ଅବ୍ଖୁରା |
- Abkhurā (ବୈ.ବି.) - ଛୋଟ ଢାଳ; ସମସେଇ A small water-pot.
|
| 4605 |
ଅବଜ୍ରଭେଟରୀ |
Also : [ ଅବ୍ଜର୍ଭେଟରୀ, ଅବ୍ଜର୍ଭେଟରୀ ]
- Abjarbheṭorī (ବୈ.ବି.) - ମାନମନ୍ଦିର; ଯେଉଁ କାର୍ଯ୍ୟାଳୟ ବା ଗୃହରେ ଗ୍ରହ ଓ ତାରା ଆଦିଙ୍କ ସମ୍ବନ୍ଧୀୟ ଖଗୋଳ ଘଟନାମାନ ନିରୀକ୍ଷଣ କରିଯାଏ Observatory.
|