| 4662 |
ଅବଗାହିବା |
- Abagāhibā (ଦେ. ପଦ୍ୟ.) - ଅବଗାହନ କରିବା; ମୁଣ୍ଡ ବୁଡ଼ାଇ ଗାଧୋଇବା To bathe by immersion.
- ଗାଧୋଇବା To have a bath.
- ଅନୁଭବ କରିବା To experience.
- ଅନୁଭବ ଦ୍ୱାରା କୌଣସି ବିଷୟକୁ ଉତ୍ତମରୂପେ ଜାଣିବା To know a thing very well by personal experience.
- ସାଗର, ନଦୀ, ପୁଷ୍କରିଣୀ ଆଦିର ପାଣିରେ ବୁଡ଼ିବା To be immersed in the water.
|