| 4581 |
ଅଫଳ |
- Aphaḻa (ସଂ.ବିଣ.) - ଫଳହୀନ; ଯେଉଁ ବୃକ୍ଷରେ ଫଳ ନ ଥାଏ Having no fruit.
- ବନ୍ଧ୍ୟ; ଯହିଁରେ ଫଳ ଧରେ ନାହିଁ Barren; not fruit-bearing; unproductive.
- ବିଫଳ; ନିଷ୍ଫଳ; ବ୍ୟର୍ଥ Vain; fruitless.
- ଲାଭହୀନ Unprofitable.
- (ସଂ.ବିଣ.) - ଫଳର ଅଭାବ Want of fruit.
- ଫଳହୀନତା Fruitlessness.
- ମନ୍ଦ ବା ଅଖାଦ୍ୟ ଫଳ Inedible or bad fruit.
- ଝାବୁକ; ଝାଉଗଛ The Aspen (tree); Tamarisk Indica.
- ଅଫଳା - (ସ୍ତ୍ରୀ)
- ଅଫଳତା - (ବି.)
|
| 4582 |
ଅଫଳନ୍ତୀ |
Also : [ ଅଫଳନ୍ତା ]
- Aphaḻantī (ଦେ.ବିଣ.) - ଯେଉଁ ଗଛରେ ଫଳ ଧରେ ନାହିଁ; ଅଣ୍ଡିରା ବା ବାଞ୍ଝ (ଗଛ) (a tree) Which does not bear fruit.
- ଯେଉଁ ଗଛରେ ଅବଧି ଫଳ ଧରି ନାହିଁ (a tree) Which has not yet borne fruit.
- ବନ୍ଧ୍ୟା (ସ୍ତ୍ରୀ ଓ ଗାଭୀ); ବାଞ୍ଝୀ Barren (woman and cow)
- ଅବଧି ପ୍ରସବ କରି ନ ଥିବା (ସ୍ତ୍ରୀ) (a women) who has not yet given birth to a child.
|
| 4583 |
ଅଫଳା |
- Aphaḻā (ସଂ.ବିଣ.) - ଅଫଳର ସ୍ତ୍ରୀଲିଙ୍ଗ Feminine of aphaḻa.
- ଭୂଇଁ ଅଅଁଳା ଗୁଳ୍ମ A plant, Flacourtia Cataphracta.
- ଘୃତକୁମାରୀ; ଘିକୁଆଁରୀ ଗୁଳ୍ମ Aloes perifoliata.
- (ଦେ.ବିଣ.) - ଯେଉଁ ଗଛରେ ଫଳ ଧରେ ନାହିଁ; ଅଣ୍ଡିରା ବା ବାଞ୍ଝ (ଗଛ) (a tree) Which does not bear fruit.
|
| 4584 |
ଅଫଲା |
- Aphalā (ପ୍ରାଦେ. ଗଡ଼ଜାତ ବିଣ..) - ଉଦାସିଆ (ବ୍ୟକ୍ତି) Indifferent to worldly affairs.
|
| 4585 |
ଅଫଳାକାଂକ୍ଷୀ |
- Aphaḻākāṁkshī (ସଂ.ବିଣ.) - ନିଷ୍କାମ; ଯେ କାର୍ଯ୍ୟ କରି ଫଳ ପାଇଁ ଆଶା ରଖେ ନାହିଁ Not expecting or hoping for a result or for any beneficial consequence.
- ଉଦାସୀନ Indifferent.
- ଅଫଳାକାଂକ୍ଷିଣୀ - (ସ୍ତ୍ରୀ)
- ଅଫଳକାଂକ୍ଷିତା - (ବି.)
|