View Page

Category

ss

cat1

cat2

Dictionary : View_page

ID Main Word Content
4571 ଅପ୍ସରିବା
  1. Apsaribā (ଦେ.କ୍ରି.) - (ସଂ. ଅପସରଣ) ଅପସରିବା; ଘୁ଼ଞ୍ଚିଯିବା To move away.
4572 ଅପ୍ସରୀ

 Also : [ ଅପ୍ସରା, ଅପ୍‌ସରୀ, ଅପସରା, ଅପଛରା, ଅପ୍‌ସରା, ଅପ୍‌ସରୀ, ଅପଛରି ]

  1. Apsarī  (ଦେ.ବି.) -  ସ୍ୱର୍ଗବେଶ୍ୟା - ଇନ୍ଦ୍ରଙ୍କ ସଭାର ନର୍ତ୍ତକୀଗଣ Heavenly nymphs; the dancing girls of Indra's court.
  2. ଅପ୍ସରାଙ୍କ ପରି ସୁନ୍ଦରୀ ସ୍ତ୍ରୀ A very graceful lady.
  3. ସ୍ତ୍ରୀମାନଙ୍କୁ ଦିଆଯିବା ନାମବିଶେଷ  A name given to women.
  4. ବ୍ୟଙ୍ଗ୍ୟ ବିଦ୍ରୂପୋକ୍ତି Sarcasm; inuendo; gibe.
4573 ଅପ୍ସରୋଗଣ
  1. Apsarogaṇa (ସଂ.ବି.) - ଅପ୍ସରାମାନେ, ଅପ୍ସରାଗଣ A number of heavenly nymphs.
  • ଉତ୍ପତ୍ତି: କ୍ଷୀରସାଗର ମନ୍ଥନ (ସମୁଦ୍ର ମନ୍ଥନ) ସମୟରେ ଅପ୍ସରୋଗଣମାନଙ୍କର ଜନ୍ମ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛି।
  • ପ୍ରସିଦ୍ଧ ଅପ୍ସରୀ: ଉର୍ବଶୀ, ମେନକା, ରମ୍ଭା ଏବଂ ତିଲୋତ୍ତମା
4574 ଅଫ୍‌ସର୍‌
  1. Aphsar (ବୈ.ବି.) - (ଅଫିସର) କାର୍ଯ୍ୟାଳୟର ଭାରାପ୍ରାପ୍ତ କର୍ମଚାରୀ Officer.
  2. ବଡ଼ ହାକିମ High official.
4575 ଅଫଟା
  1. Aphaṭā (ଦେ.ବିଣ.) - ଯାହା ଫଟା ବା ଚିରା ନୁହେ Not rent; unpunctured.
  2. ଯହିଁରେ ଫାଟ ନାହିଁ Having no fissure.
Page 915 of 933



Advertisement

sksk