View Page

Category

ss

cat1

cat2

Dictionary : View_page

ID Main Word Content
4566 ଅପ୍ରୀତିଭାଜନ
  1. Aprītibhājana (ସଂ.ବିଣ.) - ଅସନ୍ତୋଷର ପାତ୍ର; ଯାହାଙ୍କ ପ୍ରତି ଅନ୍ୟର ମନରେ ଅସନ୍ତୋଷ ବା ବିରକ୍ତିଜନ୍ମିଥାଏ Under one's displeasure.
  • ଅପ୍ରୀତିଭାଜନା - (ସ୍ତ୍ରୀ)
4567 ଅପ୍ରେଲ୍‌

Also : [ ଅପ୍ରିଲ୍‌, ଏପ୍ରିଲ୍‌ ] 

  1. Aprel (ବୈ.ବି.) - ଇଂରାଜି ଗଣନାରେ ମାର୍ଚ୍ଚମାସର ପରବର୍ତ୍ତୀ ମାସ The month of April.
4568 ଅପ୍ସରା

Also : [ ଅପ୍‌ସରା, ଅପସରା, ଅପଛରା, ଅପ୍ସରୀ, ଅପ୍‌ସରୀ ]

  1. Apsarā  (ଦେ.ବି.) -  ସ୍ୱର୍ଗବେଶ୍ୟା - ଇନ୍ଦ୍ରଙ୍କ ସଭାର ନର୍ତ୍ତକୀଗଣ Heavenly nymphs; the dancing girls of Indra's court.
  2. ଇନ୍ଦ୍ରଙ୍କ ସଭାରେ ନାଚୁଥିବା ଏବଂ ସଙ୍ଗୀତ ପରିବେଷଣ କରୁଥିବା ଦେବାଙ୍ଗନା ବା ସ୍ୱର୍ଗପରୀ A celestial maiden or heavenly nymph who dances and performs music in Indra's court.
  3. ଅପ୍ସରାଙ୍କ ପରି ସୁନ୍ଦରୀ ସ୍ତ୍ରୀ A very graceful lady.
  4. ସ୍ତ୍ରୀମାନଙ୍କୁ ଦିଆଯିବା ନାମବିଶେଷ  A name given to women.
  5. ବ୍ୟଙ୍ଗ୍ୟ ବିଦ୍ରୂପୋକ୍ତି Sarcasm; inuendo; gibe.
  • ଉତ୍ପତ୍ତି: କ୍ଷୀରସାଗର ମନ୍ଥନ (ସମୁଦ୍ର ମନ୍ଥନ) ସମୟରେ ଅପ୍ସରୋଗଣମାନଙ୍କର ଜନ୍ମ ହୋଇଥିଲା ବୋଲି ପୁରାଣରେ ବର୍ଣ୍ଣିତ ଅଛି।
  • ପ୍ରସିଦ୍ଧ ଅପ୍ସରୀ: ଉର୍ବଶୀ, ମେନକା, ରମ୍ଭା ଏବଂ ତିଲୋତ୍ତମା
4569 ଅପ୍ସରାଇବା
  1. Apsarāibā (ଦେ.କ୍ରି.) - (ସଂ. ଅପସାରଣ) ଅପସାରିତ କରିବା To remove; to cause to move.
4570 ଅପ୍ପରା ମାରିବା
  1. Apsarā māribā (ଗ୍ରା.ବି.) - କୌଣସି ବ୍ୟକ୍ତିଙ୍କୁ ଲକ୍ଷ୍ୟକରି ପରୋକ୍ଷ ଭାବରେ ବ୍ୟଙ୍ଗ ବିଦ୍ରୂପ କରିବା To sneer or gibe at a person.
Page 914 of 933



Advertisement

sksk