| 4556 |
ଅପ୍ରିୟବାଦୀ |
- Apriyabādī (ସଂ.ବିଣ.) - ଅପ୍ରିୟ ଭାଷୀ; କଟୁଭାଷୀ; ଯେ କଟୁ କଥା କହେ Speaking harsh words.
- ଅପ୍ରିୟବାଦିନୀ - (ସ୍ତ୍ରୀ)
- ଅପ୍ରିୟବାଦିତା - (ବି.)
|
| 4557 |
ଅପ୍ରିୟଭାଷ |
- Apriya bhāsha (ସଂ.ବି.) - କଟୁକଥା; କଠୋର ବାକ୍ୟ Harsh speech
|
| 4558 |
ଅପ୍ରିୟଭାଷଣ |
- Apriyabhāshaṇa (ସଂ.ବି.) - କଟୁକଥା କହିବା The speaking of harsh words.
|
| 4559 |
ଅପ୍ରିୟଭାଷା |
- Apriya bhāshā (ସଂ.ବି.) - କଠୋର ବାକ୍ୟ; କଟୁକଥା Harsh words.
|
| 4560 |
ଅପ୍ରିୟଭାଷୀ |
- Apriyabhāshī (ସଂ.ବିଣ.) - ଅପ୍ରିୟବାଦୀ; ଯେ କଟୁ କଥା କହେ; କଟୁଭାଷୀ Speaking harsh words.
- ଅପ୍ରିୟଭାଷିଣୀ - (ସ୍ତ୍ରୀ)
- ଅପ୍ରିୟଭାଷିତା - (ବି.)
|