| 4546 |
ଅପ୍ରାପ୍ତଯୌବନ |
- Aprāptaj̄a̲u̲bana (ସଂ.ବିଣ.) - କିଶୋର; ଯେ ଅବଧି ଯୁବା ହୋଇ ନାହିଁ Adolescent; not yet become adult.
|
| 4547 |
ଅପ୍ରାପ୍ତଯୌବନା |
- Aprāptaj̄a̲u̲banā (ସଂ.ବିଣ.) - ଅପ୍ରାପ୍ତଯୌବନର ସ୍ତ୍ରୀଲିଙ୍ଗ Feminine of Aprāptaj̄a̲u̲bana.
- ଯେଉଁ ବାଳିକାର ଅବଧି ରଜୋଦର୍ଶନ ହୋଇନାହିଁ (girl) Who has not yet attained maturity.
|
| 4548 |
ଅପ୍ରାପ୍ତଲକ୍ଷଣ |
- Aprāptalakshaṇa (ସଂ.ବିଣ.) - ଯାହାର କୌଣସି ଲକ୍ଷଣ ବା ଚିହ୍ନ ମିଳି ନାହିଁ Not yet traced.
|
| 4549 |
ଅପ୍ରାପ୍ତି |
Also : [ ଅପ୍ରାପତି ]
- Aprāpti (ସଂ.ବିଣ.) - ନ ମିଳିବା Non-attainment; non receipt.
- ଅଭାବ Want.
- ଅଲାଭ Non-acquisition; absence of gain.
- ଅପ୍ରାପ୍ୟତା; ଦୁର୍ଲଭତା Scarcity.
- ଅପ୍ରାପ୍ତ Not got.
- ଯାହା ଖୋଜିଲେ ମିଳେ ନାହିଁ - ଦୁଷ୍ପ୍ରାପ୍ୟ Scarce; not to be had.
|
| 4550 |
ଅପ୍ରାପ୍ୟ |
Also : [ ଅପ୍ରାପ୍ତବ୍ୟ ]
- Aprāpya (ସଂ.ବିଣ.) - ଯାହା ପାଉଣା ନୁହେ Not due.
- ଯାହା ପାଇବା ଅସାଧ୍ୟ Unattainable.
- ଦୁଷ୍ପ୍ରାପ୍ୟ; ଦୁର୍ଲଭ Scarce.
- ଯାହା ମିଳିବା ଅସମ୍ଭବ Not to be had.
|