| 4576 |
ଅଫଡ଼ା |
- Aphaṟḍ̠ā (ଦେ.ବିଣ.) - ଯାହାକୁ କେହି ଫାଡ଼ି ନାହିଁ, ଯାହା ଚିରା ହୋଇ ନାହିଁ Not rent or split.
- ଅବିଭକ୍ତ Undivided.
|
| 4577 |
ଅଫନ୍ଦ |
- Aphanda (ଦେ.ବିଣ.) - ଯେଉଁ କୂଅର ନନ୍ଦ ବା ଫନ୍ଦ ନାହିଁ (well) Having no earthen or stone rings round it.
- (ଦେ.ବି.) - ଅସୁବିଧା; ବେଫିକର Inconvenience; resourcelessness.
|
| 4578 |
ଅଫନ୍ଦା |
- Aphandā (ଦେ.ବିଣ.) - Having no means of livelihood
- ବେକାର Unemployed.
- ଦଉଡ଼ିରେ ଯାହା ଛନ୍ଦା ହୋଇନାହିଁ Not bound or knotted with a rope.
- ବେଫିକର Resourceless.
|
| 4579 |
ଅଫନ୍ଦୀ |
- Aphandī (ଦେ.ବିଣ.) - ଜୀବିକାହୀନ; ବେକାର Unemployed.
- ବେଫିକର Resourceless.
|
| 4580 |
ଅଫର୍ |
- Aphar (ବୈ.ବି.) - କୌଣସି ବସ୍ତୁ ଖରିଦ କରିବା ପାଇଁ ଖରିଦଦାରଙ୍କଠାରୁ ମୂଲ୍ୟର ପ୍ରସ୍ତାବ An offer of a certain price from a prospective purchaser.
- ବ୍ୟାବସାୟିକ ବା ବୃତ୍ତିଗତ ପ୍ରସ୍ତାବ Business or professional proposal
|