| 4511 |
ଅପ୍ରୟୋଗ |
Also : [ ଅପ୍ରଯୋଗ ]
- Aprayoga (ସଂ.ବି.) - ପ୍ରୟୋଗର ଅଭାବ Non-application.
- ବ୍ୟବହାରର ଅଭାବ Absence of use; the not being in use.
- ଅପପ୍ରୟୋଗ; ଅପବ୍ୟବହାର Abuse; misuse.
|
| 4512 |
ଅପ୍ରୟୋଜକ |
- Aprayojaka (ସଂ.ବିଣ.) - ଯାହା ଘଟାଏ ନାହିଁ Not causing; not effecting.
- ଅନାବଶ୍ୟକ, ବେକାର, ନିରର୍ଥକ ବା ଯାହା କୌଣସି କାମରେ ଲାଗେ ନାହିଁ Useless / Unnecessary
- ଅପ୍ରୟୋଜିକା - (ସ୍ତ୍ରୀ)
- ପ୍ରତିଶବ୍ଦ: ଅଦରକାରୀ, ଅଲୋଡ଼ା, ନିଷ୍ପ୍ରୟୋଜନ, ଅକାମୀ
|
| 4513 |
ଅପ୍ରୟୋଜନ |
- Aprayojana (ସଂ.ବି.) - ପ୍ରୟୋଜନର ଅଭାବ; ଆବଶ୍ୟକ ନ ହେବା Uselessness; no necessity
- (ସଂ.ବିଣ.) - ଯାହା ଦରକାରୀ ନୁହେଁ; ଅପ୍ରୟୋଜନୀୟ Not useful; not required; unnecessary.
- ଅହେତୁକ Having no ulterior motive.
- ନିଷ୍କାମ; ନିଃସ୍ୱାର୍ଥ Disinterested, unselfish.
|
| 4514 |
ଅପ୍ରୟୋଜନୀୟ |
- Aprayojanīya (ସଂ.ବିଣ.) - ଅଲୋଡ଼ା; ବେଦରକାରୀ Unnecessary
- ଯାହାର କୌଣସି ଆବଶ୍ୟକତା ବା ବ୍ୟବହାର ନାହିଁ Unnecessary / Useless
|
| 4515 |
ଅପ୍ରଲଘୁ |
- Apralaghu (ସଂ.ବିଣ.) - ଯାହା ଅତି ଲଘୁ ନୁହେଁ; ଅଧିକ Considerable.
- ଯାହା ଲଘୁ ବା ହାଲୁକା ନୁହେଁ, ଅର୍ଥାତ୍ ଗୁରୁ, ଭାରୀ, ବଡ଼, କଠିନ, ବା ଗମ୍ଭୀର That which is not light or slight -in other words, heavy, massive, large, difficult, or serious.
|