View Page

Category

ss

cat1

cat2

Dictionary : View_page

ID Main Word Content
4521 ଅପ୍ରସନ୍ନ
  1. Aprasanna (ସଂ.ବିଣ.) - ଅସନ୍ତୁଷ୍ଟ; ବିରକ୍ତ Dissatisfied; displeased
  2. ବିରସ (ମୁଖ) Frowning (face); scowling.
  3. ଅପ୍ରଫୁଲ୍ଲ; ମ୍ଳାନ Faded.
  4. ପ୍ରତିକୂଳ Unfavourable.
  5. ପ୍ରସାଦରହିତ Not propitiated.
  6. ଦୁଃଖିତ; ନିରାନନ୍ଦ Joyless; grieved.
  7. କ୍ଷୁବ୍ଧ Agitated; perplexed.
  8. ଗୋଳିଆ (ପାଣି) Muddy (Water)
  9. ଅନିର୍ମଳ Not clear.
  • ଅପ୍ରସନ୍ନା - (ସ୍ତ୍ରୀ)
  • ଅପ୍ରସନ୍ନତା - (ବି.)
4522 ଅପ୍ରସହ୍ୟ

Also : [ ଅସହ୍ୟ ] 

  1. Aprasahya (ସଂ.ବିଣ.) - ଅତି ଅସହ୍ୟ Intolerable.
  2. ଅବ୍ୟାହତ Irresistible.
  3. ଯାହାକୁ ସହ୍ୟ କରାଯାଇପାରେ ନାହିଁ କିମ୍ବା ଯାହା ଅତ୍ୟନ୍ତ କଷ୍ଟଦାୟକ That which cannot be endured or is extremely painful.
4523 ଅପ୍ରସାଦ
  1. Aprasāda (ସଂ.ବି.) - ବେଅନୁଗ୍ରହ Disfavour.
  2. ଅସନ୍ତୋଷ Dissatisfaction.
  • ଅପ୍ରସାଦୀ  Aprasādī (ସଂ.ବିଣ.) - ଯେ ଅନୁଗ୍ରହ ବା ପ୍ରସାଦ ପ୍ରତ୍ୟାଶୀ ନୁହେ  Not asking or expecting any favour.
  • ଅପ୍ରସାଦିନୀ - (ସ୍ତ୍ରୀ)
  • ଅପ୍ରସାଦ୍ୟ  Aprasādya (ସଂ.ବିଣ.) - ଯାହାକୁ ପ୍ରସନ୍ନ କରାଯାଇ ନ ପାରେ  Unappeasable; not to be propitiated; implacable.
4524 ଅପ୍ରସାଦୀ
  1. Aprasādī (ସଂ.ବିଣ.) - ଯେ ଅନୁଗ୍ରହ ବା ପ୍ରସାଦ ପ୍ରତ୍ୟାଶୀ ନୁହେ  Not asking or expecting any favour.
  • ଅପ୍ରସାଦିନୀ - (ସ୍ତ୍ରୀ)
4525 ଅପ୍ରସାଦ୍ୟ
  1. Aprasādya (ସଂ.ବିଣ.) - ଯାହାକୁ ପ୍ରସନ୍ନ କରାଯାଇ ନ ପାରେ  Unappeasable; not to be propitiated; implacable.
Page 905 of 933



Advertisement

sksk