View Page

Category

ss

cat1

cat2

Dictionary : View_page

ID Main Word Content
4531 ଅପ୍ରସ୍ତାବିତ
  1. Aprastābita (ସଂ.ବିଣ.) - ଯାହା ପ୍ରସ୍ତାବିତ ହୋଇ ନାହିଁ Not proposed.
  2. ଅପ୍ରାର୍ଥିତ Not prayed for.
4532 ଅପ୍ରସ୍ତୁତ୍‌
  1. Aprastut (ଦେ.ବିଣ.) - ଅଭଦ୍ର; ଅଭବ୍ୟ Impolite; rude; uncouth.
4533 ଅପ୍ରସ୍ତୁତ
  1. Aprastuta  (ସଂ.ବିଣ.) - ଅତତ୍ପର; ଯେଉଁ ବ୍ୟକ୍ତି କୌଣସି କାର୍ଯ୍ୟ ବା ବିଷୟ ପାଇଁ ପୂର୍ବରୁ ପ୍ରସ୍ତୁତ ବା ତତ୍ପର ହୋଇ ନ ଥାଏ Not ready; unprepared.
  2. ଅପ୍ରତିଭ Abashed; nonplussed; disconcerted.
  3. ଲଜ୍ଜିତ Ashamed.
  4. କିଂକର୍ତ୍ତବ୍ୟବିମୂଢ଼ Bewildered.
  5. ଅନିଛୁକ Unwilling; loath.
  6. ଅପ୍ରକୃତ Unread; not actual.
  7. ଅବର୍ତ୍ତମାନ Not present; non-existent.
  8. ଅନିର୍ମିତ Not prepared or made.
  9. ଅନିଷ୍ପନ୍ନ; ଅସମ୍ପନ୍ନ Unfinished; unaccomplished.
  • ଅପ୍ରସ୍ତୁତା - (ସ୍ତ୍ରୀ)
4534 ଅପ୍ରସ୍ତୁତ ପ୍ରଶଂସା
  1. Aprastuta praṡaṁsā  (ସଂ.ବି.) - ଅର୍ଥାଳଙ୍କାରବିଶେଷ; ପ୍ରକୃତ ବିଷୟର ଗୋପନପୂର୍ବକ ଅପ୍ରକୃତ ବିଷୟର କଥନ A figure in rhetoric.

 [ ଉ ] ଉଦାହରଣ - ଅଳକତ ଦ୍ରବ ନୟନେ ବୋଳି, ରସାଳ ଗହଳ ଶାଖାରେ ଖେଳି, କବଳ କରୁ ତା କଳି କଳାପ, କାକ କି କରିବ ପଞ୍ଚମାଳାପ, ଜଗତେ କେବଳ - ଜନେ ହସିବେ ଏହି ତହୁଁ ଫଳ। -  (କବିସୂର୍ଯ୍ୟ. କବିତା)

4535 ଅପ୍ରହତ
  1. Aprahata  (ସଂ.ବିଣ.) -  ଅକ୍ଷୁର୍ଣ୍ଣ; ଅନାହତ Unhurt; unstruck.
  2. ଆକର୍ଷିତ Uncultivated.
  3. ଗୋଡ଼ରେ ଦଳା ହୋଇ ନ ଥିବା Untrodden.
  4. ଅସ୍ପୃଷ୍ଟ Untouched.
Page 907 of 933



Advertisement

sksk