View Page

Category

ss

cat1

cat2

Dictionary : View_page

ID Main Word Content
4516 ଅପ୍ରଶଂସା
  1. Apraṡaṁsā (ସଂ.ବି.) - ପ୍ରଶଂସାର ଅଭାବ Absence of praise.
  2. ନିନ୍ଦା Blame
  3. ନିନ୍ଦା, କୁତ୍ସା, ଅପବାଦ, ବଦନାମ ବା ପ୍ରଶଂସାର ଅଭାବ  Censure, vilification, slander, disrepute, or lack of praise.
4517 ଅପ୍ରଶଂସ୍ୟ
  1. Apraṡaṁsya (ସଂ.ବିଣ.) - ପ୍ରଶଂସା ପାଇବାର ଅଯୋଗ୍ୟ Not praiseworthy.
  2. ନିନ୍ଦ୍ୟ; ନିନ୍ଦାର୍ହ Blameworthy.
4518 ଅପ୍ରଶସ୍ତ
  1. Apraṡasta (ସଂ.ବିଣ.) - ଅପ୍ରଶଂସିତ Not praised.
  2. ନିକୃଷ୍ଟ Inferior.
  3. ଅକାମିକା; ନିକମ୍ମା Worthless.
  4. ଅବିସ୍ତୃତ; ଅଳ୍ପ ଚଉଡ଼ାNot wide; not extensive
  5. ସଂକୀର୍ଣ୍ଣ Narrow.
  6. ଅପ୍ରଚଳିତ Not in use; not current; obsolete.
  7. ନିନ୍ଦିତ Blameworthy.
  8. ପ୍ରତିକୂଳ Unfavourable.
  9. ଅଶୁଭକର Inauspicious.
  10. ଅଯଥେଷ୍ଟ Insufficient.
  11. ଅସୁବିଧାଜନକ Inconvenient.
  12. ଜ୍ୟୋତିଷଶାସ୍ତ୍ର ମତରେ ଅଶୁଭଜନକ ବା ଅଶୁଚି (କାଳ)  Astronomically inauspicious or impure (time)
  13. (ସଂ.ବି.) -ମଇଳା; ମଳି Dirt.
  14. ମନୁଷ୍ୟ ଦେହଜାତ ବିଷ୍ଠା ମୂତ୍ରାଦି; ମଳ Natural excretion. 
4519 ଅପ୍ରସକ୍ତ
  1. Aprasakta (ସଂ.ବିଣ.) - ଲାଗି ନ ଥିବା; ଲଗ୍ନ ହୋଇ ନ ଥିବା Not attached to.
  2. ଅନାସକ୍ତ; ଆସକ୍ତ ହୋଇ ନ ଥିବା Not addicted to.
  • ଅପ୍ରସକ୍ତି - (ବି.)
4520 ଅପ୍ରସଙ୍ଗ
  1. Aprasaṅga (ସଂ.ବି.) - ଆଲୋଚିତ ବିଷୟ ସହିତ ପ୍ରସଙ୍ଗ ବା ସମ୍ପର୍କର ଅଭାବ Irrelevance; want of relevance.
  2. (ନ୍ୟାୟ ଦର୍ଶନ) ସମ୍ପର୍କର ଅଭାବ  (Nyāya philosophy) Want of connection.
  3. ମନ୍ଦ ପ୍ରସଙ୍ଗBad point.
  4. ନ ଖାଟିବା ଅବସ୍ଥା Non-applicability.
  5. ଅପ୍ରାସଙ୍ଗିକ, ଅସମ୍ବନ୍ଧିତ କିମ୍ବା ଯାହାର ପ୍ରସଙ୍ଗ ସହିତ କୌଣସି ସମ୍ପର୍କ ନାହିଁ Irrelevant; Out of context
  • ଅପ୍ରାସଙ୍ଗିକ - (ବିଣ.)
Page 904 of 933



Advertisement

sksk