View Page

Category

ss

cat1

cat2

Dictionary : View_page

ID Main Word Content
4501 ଅପ୍ରମୟ
  1. Apramaya (ଗ୍ରା.ବିଣ.) - ଅପ୍ରମେୟ; ଅପରିମିତ  Immeasurable.
  2. ଅସୀମ Boundless.
  3. ଅସଂଖ୍ୟ; ଅଗଣ୍ୟ Countless.
4502 ଅପ୍ରମାଣ
  1. Apramāṇa (ସଂ.ବି.) - ପ୍ରମାଣର ଅଭାବ Want of proof.
  2. ଅପ୍ରାମାଣିକ ନିୟମ A rule which is no standard of action.
  3. ଯେଉଁ ବିବରଣର କିଛି ମୂଲ୍ୟ ବା ବାଧକତା ନାହିଁ  A statement of no importance or authority.
  4. (ସଂ.ବିଣ.) - (ବହୁବ୍ରୀହି) ଯାହାର ପ୍ରମାଣ ନାହିଁ Having no proof.
  5. ଅପ୍ରମେୟ; ଯାହା ପ୍ରମାଣ କରାଯାଇ ନ ପାରେ Incapable of being proved.
  6. ଅବିଶ୍ୱସନୀୟ Unreliable.
  7. ହେୟ Contemptible.
  8. ଅଶ୍ରଦ୍ଧେୟ Not deserving of affection or devotion.
  9. ଯେଉଁ ବିଷୟରେ ନଜୀର ନାହିଁ Not established or supported by authority.
  10. (ଦେ.ବିଣ.) - (ସଂ. ଅପ୍ରମାଣିତ) ଅପ୍ରମାଣିତ Not proved.
  11. ଅଗ୍ରାହ୍ୟ Unacceptable.
  12. ଅସ୍ୱୀକୃତ Unaccepted; denied; not admitted.
  13. ଅପରିମିତ; ଅମାପ Unmeasured; immeasurable. 
4503 ଅପ୍ରମାଣ କରିବା
  1. Apramāṇa karibā (ଦେ.କ୍ରି.) - ପ୍ରମାଣଦ୍ୱାରା କୌଣସି କଥାକୁ ମିଥ୍ୟା ପ୍ରତିପନ୍ନ କରିବା To prove a thing false; to disprove a matter.
4504 ଅପ୍ରମାଦ
  1. Apramāda (ସଂ.ବି.) - ପ୍ରମାଦ ବା ଭ୍ରମର ଅଭାବ Freedom from error.
  2. ମନୋଯୋଗ Attention.
  3. ହୁସିଆର; ସାବଧାନପଣ; ସତର୍କତା Caution; vigilance.
  4. ଯତ୍ନ Careful.
  5. (ସଂ.ବିଣ.) - ସତର୍କ; ହୁସିଆର Cautious.
  6. ସାବଧାନ Careful
  • ଅପ୍ରମତ୍ତ - (ବିଣ.)
  • ଅପ୍ରମାଦା - (ସ୍ତ୍ରୀ)
4505 ଅପ୍ରମାଦେ
  1. Apramāde (ଦେ.ପଦ୍ୟ.କ୍ରି.ବିଣ) - ଅକ୍ଳେଶରେ; ସହଜରେ; ଅବଲୀଳା କ୍ରମେ Easily.
  2. ନିଃସନ୍ଦେହରେ Undoubtedly. 
Page 901 of 933



Advertisement

sksk