View Page

Category

ss

cat1

cat2

Dictionary : View_page

ID Main Word Content
4496 ଅପ୍ରବୃତ୍ତ
  1. Aprabṛutta (ସଂ.ବିଣ.) - ଅନାରବ୍ଧ Not commenced.
  2. ଅନିଯୁକ୍ତ Not engaged.
  3. କାର୍ଯ୍ୟ କରୁ ନ ଥିବା  Not acting.
  4. ଯାହାକୁ କେହି କୌଣସି କାର୍ଯ୍ୟ କରିବାକୁ ପ୍ରବର୍ତ୍ତାଇ ନ ଥାଏ Not instigated.
4497 ଅପ୍ରବୃତ୍ତି
  1. Aprabṛutti (ସଂ.ବି.) - ପ୍ରବୃତ୍ତିର ଅଭାବ; କୌଣସି ବିଷୟ ପ୍ରତି ମନ ଆକୃଷ୍ଟ ନ ହେବା Want of hankering.
  2. ନିବୃତ୍ତି Abstention; cessation.
  3. କୌଣସି ଉପଦେଶ ବା ସୂତ୍ର ବା ସିଦ୍ଧାନ୍ତ ଉପଯୋଗୀ ନ ହେବା ଅର୍ଥାତ୍ ନ ଖଟିବା ଅବସ୍ଥା Inapplicability of a precept or aphorism or decision to a case.
  4. ମାତିବାର ଅଭାବ Non-excitement.
  5. (ବୈଦ୍ୟକ) କୋଷ୍ଟବଦ୍ଧତା; ଝାଡ଼ା ତଲବ ନ ହେବା  (medicine) Suppression of the natural evacuation; constipation; ischury.
  6.  ଅପ୍ରଚାର Non-publication.
4498 ଅପ୍ରଭ
  1. Aprabha (ସଂ.ବିଣ.) - ଯେଉଁ ଜିନିଷରୁ ତେଜ, ଆଲୋକ ବା ଉଜ୍ଜ୍ୱଳତା କମିଯାଇଥାଏ Something from which radiance, light, or brightness diminishes.
  2. ଅସ୍ପଷ୍ଟ Obscure.
  3. ପ୍ରଭାହୀନ Lustrless.
  4. ମାନ୍ଦା Dull.
  • ଅପ୍ରଭା - (ସ୍ତ୍ରୀ)
4499 ଅପ୍ରମଇ

Also : [ ଅପ୍ରମଏ ] 

  1. Apramai (ଗ୍ରା.ବି..) - ଅଶୁଭ; ଅମଙ୍ଗଳ Evil.
  2. ପ୍ରମାଦ; ବିପଦ  Calamity; danger.
  3. ବିନାଶ Ruin; destruction.
  4. (ଗ୍ରା.ବିଣ.) - (ସଂ. ଅପ୍ରମେୟ)  ଅପ୍ରମେୟ; ଅପରିମିତ  Immeasurable.
4500 ଅପ୍ରମତ୍ତ
  1. Apramatta (ସଂ.ବିଣ.) - ପ୍ରମାଦ ଶୂନ୍ୟ Free from error.
  2. ଅବହିତ; ଦତ୍ତମନା Attentive.
  3. ସ୍ଥିରଚିତ୍ତ Cool minded; calm.
  4. ଚାଞ୍ଚଲ୍ୟରହିତ Unruffled.
  5. ସାବଧାନ; ଚେତାଳ; ହୁସିଆର୍ Vigilant; careful.
  • ଅପ୍ରମତ୍ତା - (ସ୍ତ୍ରୀ)
Page 900 of 933



Advertisement

sksk