| 4366 |
ଅପୁଚ୍ଛୀ |
Also : [ ଅପୁଚ୍ଛାଙ୍କୁର ]
- Apuchchhī - (ସଂ.ବି.) - (ବିଜ୍ଞାନ ପରିଭାଷା) ପୁଚ୍ଛହୀନ ଉଭୟଚର ପ୍ରାଣୀ (ଯଥା - ବେଙ୍ଗ; କଇଞ୍ଚ) Tailless animals; Anura.
- (ସଂ.ବିଣ.) - ପୁଚ୍ଛହୀନ Tailless.
|
| 4367 |
ଅପୁତ୍ର |
- Aputra (ସଂ.ବି.) - କୁପୁତ୍ର; ଅଯୋଗ୍ୟ ପୁତ୍ର Unworthy son.
- (ସଂ.ବିଣ.) - ପୁତ୍ରହୀନ Sonless.
|
| 4368 |
ଅପୁତ୍ରକ |
- Aputraka (ସଂ.ବିଣ.) - ପୁତ୍ରହୀନ Sonless.
|
| 4369 |
ଅପୁତ୍ରିକ |
- Aputrika (ଦେ.ବିଣ.) - ପୁତ୍ରହୀନ Sonless.
- ପୁତ୍ରହୀନ ବା ପୁଅ ନ ଥିବା ବ୍ୟକ୍ତି A person without a son.
- ଯେଉଁ ବ୍ୟକ୍ତିର ବଂଶରକ୍ଷାକାରୀ ପୁତ୍ର ଜନ୍ମଇବାର ଉପଯୁକ୍ତା କନ୍ୟା ନାହିଁ The father of a daughter not fit to be adopted for producing a son.
|
| 4370 |
ଅପୁନରାବୃତ୍ତି |
- Apunarābṛutti (ସଂ.ବି.) - ପୁନର୍ବାର ଫେରି ନ ଆସିବା Not coming back.
- ନିର୍ବାଣ; ମୁକ୍ତି; ମୋକ୍ଷ Salvation.
- Apunarābṛutti (ସଂ.ବି.) - ପୁନର୍ବାର ଫେରି ନ ଆସିବା Not coming back.
- ନିର୍ବାଣ; ମୁକ୍ତି; ମୋକ୍ଷ Salvation.
- (ସଂ.ବିଣ.) -ପୁନର୍ଜନ୍ମହୀନ Free from rebirth.
- କୌଣସି କାମ କିମ୍ବା ଘଟଣାର ଦ୍ୱିତୀୟବାର ପ୍ରତ୍ୟାବର୍ତ୍ତନ ନହେବା The non-recurrence of any action or event.
- ମୋକ୍ଷ ବା ପରମଧାମ ପ୍ରାପ୍ତି ପରେ ଆତ୍ମାକୁ ଆଉ ଏହି ସଂସାରକୁ ଫେରିବାକୁ ପଡ଼େ ନାହିଁ। ଏହାକୁ ଅପୁନରାବୃତ୍ତି କୁହାଯାଏ After attaining Moksha or the supreme abode, the soul does not have to return to this world again. This is called non-recurrence.
|