| 4361 |
ଅପୁଚା |
- Apuchā (ପ୍ରାଦେ./ ଗଞ୍ଜାମ) (ବି.) - ତିନ୍ତୁଳି (ତେନ୍ତୁଳି) ମଞ୍ଜି The seed of tamarind.
|
| 4362 |
ଅପୁଚ୍ଛ |
- Apuchchha (ସଂ.ବିଣ.) - ପୁଚ୍ଛହୀନ; ଯାହାର ଲାଙ୍ଗୁଳ ନାହିଁ Tailless.
|
| 4363 |
ଅପୁଚ୍ଛକ |
- Apuchchhaka (ସଂ.ବିଣ.) - ଲାଙ୍ଗୁଳହୀନ Tailless.
|
| 4364 |
ଅପୁଚ୍ଛା |
Category : [ Plant ]
- Apuchchhā (ସଂ.ବି.) - ଶିଂଶପା (ଶିଶୁ) ବୃକ୍ଷ The Ṡiṡu tree
- (ସଂ.ବିଣ.) - ଅପୁଚ୍ଛର ସ୍ତ୍ରୀଲିଙ୍ଗ Feminine of Apuchchha.
- ଅପୁଛା Apuchhā (ପ୍ରାଦେ./ ସମ୍ବଲପୁର (ବି.) -
- ଅନାଦର Disregard.
- ଅସମ୍ମାନ Disrespect.
- (ଗ୍ରା.ବିଣ.) - ଅପୃଷ୍ଟ; ଯାହାକୁ କେହି ପଚାରି ନ ଥାଏ Unasked.
- ଅନାହୂତ Uncalled.
- ଅନନୁରୁଦ୍ଧ Unrequested.
- ଅଶଙ୍ଖୁଳା; ଅନିମନ୍ତ୍ରିତ Uninvited.
|
| 4365 |
ଅପୁଚ୍ଛାଙ୍କୁର |
- Apuchchhāṅkura (ସଂ.ବି.) - (ବିଜ୍ଞାନ ପରିଭାଷା) ପୁଚ୍ଛହୀନ ଉଭୟଚର ପ୍ରାଣୀ (ଯଥା - ବେଙ୍ଗ; କଇଞ୍ଚ) Tailless animals; Anura.
- (ସଂ.ବିଣ.) - ପୁଚ୍ଛହୀନ Tailless.
[ ଦ୍ର ] ଏହି ଜାତୀୟ ଜୀବମାନଙ୍କର ମସ୍ତକ ପ୍ରଶସ୍ତ, ମୁଖବ୍ୟାଦାନ ବୃହତ୍; ପଛ ଗୋଡ଼ଠାରୁ ଆଗ ଗୋଡ଼ ସାନ ଓ ଉଲ୍ଲମ୍ଫନର ବିଶେଷ ଉପଯୋଗୀ।
|