View Page

Category

ss

cat1

cat2

Dictionary : View_page

ID Main Word Content
4356 ଅପିଲ ରାଏ
  1. Apil rāe (ବୈଦେ. ବି) - ଅପିଲ ଅଦାଲତଙ୍କ ବିଚାର ନିଷ୍ପତ୍ତି ଲେଖ୍ୟ Appellate judgement.
4357 ଅପିଲ ଶୁଣାଣି
  1. Apil ṡuṇāṇi (ଦେ.ବି) - (କଚିରିଆ) ଅପିଲ ଅହାଲତଙ୍କ ଦ୍ୱାରା ଅପିଲଣ୍ଟ ଓ ରସ୍ପାଦଣ୍ଟଙ୍କଠାରୁ ଜବାବଶୁଆଲ ଶୁଣିବା କ୍ରିୟା The hearing of an appeal.
4358 ଅପିହିତ

Also : [ ପିହିତ ] 

  1. Apihita (ସଂ.ବିଣ.) - ଆଚ୍ଛାଦିତ; ଘୋଡ଼ିଆ ହୋଇ ଥିବା Covered.
  2. ତିରୋହିତ Vanished; disappeared. 
4359 ଅପୁଅ
  1. Apua (ଗ୍ରା.ବିଣ.) - (ସଂ. ଅପୁତ୍ରକ) ଅପୁତ୍ର; ପୁତ୍ରହୀନ Sonless.
4360 ଅପୁଆ
  1. Apuā (ଗ୍ରା.ବିଣ.) - ଅପୁତ୍ରକ Sonless.
  2. ନିଃସନ୍ତାନ Childless; issueless.
Page 872 of 881



Advertisement

sksk