View Page

Category

ss

cat1

cat2

Dictionary : View_page

ID Main Word Content
4351 ଅପିଲଣ୍ଟ
  1. Apilaṇṭ (ବୈଦେ. ବି) - (କଚିରିଆ; ଇଂ. ଆପ୍ପେଲାଣ୍ଟ) ଅପିଲ କରିବା ପକ୍ଷ Appellant.
  • ରପ୍ପାଦଣ୍ଟ - (ବିପରୀତ)
4352 ଅପିଲଦାଏର
  1. Apildaer (ବୈଦେ. ବି) - ନିମ୍ନ ଅଦାଲତଙ୍କ ବିଚାର ବିରୁଦ୍ଧରେ ଉପରିସ୍ଥ ଅଦାଲତରେ ଅପିଲ ଉଜୁହାତର ଦାଖଲ Filing of an appeal.
4353 ଅପିଲଫଇସଲ୍‌
  1. Apilphaisal (ବୈଦେ. ବି) - ଦାଏର୍ ହୋଇଥିବା ଅପିଲ ମକଦ୍ଦମାର ବିଚାର ପରେ ଶେଷ ମୀମାଂସା Disposal of an appeal
4354 ଅପିଲ ଫଇସଲା
  1. Apil phaisalā (ବୈଦେ. ବି) - ଅପିଲ ଅଦାଲତଙ୍କ ବିଚାର ମୀମାଂସାର ବିଷୟ ମାନଙ୍କର ବିଷଦ ବର୍ଣ୍ଣନ ବା ଲେଖ୍ୟ Decree of the appellate court.
4355 ଅପିଲ ମିଆଦ
  1. Apil miād  (ବୈଦେ. ବି) - ନିମ୍ନ ଅଦାଲତଙ୍କର ମୀମାଂସା ତାରିଖଠାରୁ ଗଣାଯିବା ନିର୍ଦ୍ଦିଷ୍ଟ ସମୟ, କି ଯହିଁ ମଧ୍ୟରେ ଅପିଲ ଦାଏର୍ ନ ହେଲେ ପରେ ଅପିଲ ଗୃହୀତ ହେବ ନାହିଁ ବୋଲି ସରକାର ଆଇନ୍ କରିଅଛନ୍ତି Limitation of time for filing an appeal.
Page 871 of 881



Advertisement

sksk