| 4371 |
ଅପୁନର୍ଭବ |
- Apunarbhaba (ସଂ.ବିଣ.) - ପୁନର୍ଜନ୍ମହୀନ Exempt from rebirth.
- ନିର୍ବାଣମୁକ୍ତିପ୍ରାପ୍ତ; ନିବାଣମୁକ୍ତ One who attains final salvation from the world.
- ସଂସାରରେ ପୁନର୍ବାର ଜନ୍ମ ନ ହେବା Final salvation from the world.
|
| 4372 |
ଅପୁରିଦିନ |
- Apuridina (ଦେ.ବି.) - ପଅରି ଦିନର ପରବର୍ତ୍ତୀ ଦିବସ; ଆଜିଠାରୁ ଗଣିଲେ ଚତୁର୍ଥ ଦିବସ; ଅପରଶ୍ୱଃ; ଅପରେଦ୍ୟୁଃ The 4th day counting from today.
|
| 4373 |
ଅପୁରୁବ |
Also : [ ଅପୂର୍ବ, ଅପୂରୁୁବ, ଅପୂରବ ]
- Apuruba (ସଂ.ବିଣ.) - ଅଭୂତପୂର୍ବ Unprecedented.
- ଅଭିନବ; ନୂତନ New; recent.
- ଆଶ୍ଚର୍ଯ୍ୟଜନକ Wonderful.
- ଅତି ଉତ୍କୃଷ୍ଟ Excellent.
- ଅତି ଉପାଦେୟ Very useful.
- ଅତି ସୁନ୍ଦର Very beautiful.
- ଅତ୍ୟନ୍ତ ଆନନ୍ଦଜନକ Very pleasing.
- ଆଦୃଷ୍ଟପୂର୍ବ Not seen before.
- ଅସାଧାରଣ Uncommon; Extraordinary; rare.
- ଅ' ଅକ୍ଷର ଯାହା ପୂର୍ବରେ ଯୁକ୍ତ ହୋଇଥାଏ (ଶବ୍ଦ) (word) Having the letter 'A' prefixed to it.
- (ଦେ.ବିଣ.) -ଦୁଷ୍ପ୍ରାପ୍ୟ Difficult to get.
|
| 4374 |
ଅପୁରୁଷ |
- Apurusha (ସଂ.ବି.) - ଅମନୁଷ୍ୟ; ଅଯୋଗ୍ୟ ବ୍ୟକ୍ତି An unworthy person.
- କୁତ୍ସିତ ବ୍ୟକ୍ତି An evil person.
- ଭୀରୁ ବ୍ୟକ୍ତି A coward.
- (ସଂ.ବିଣ.) - ଭୀରୁ Cowardly.
- ଅଯୋଗ୍ୟ Worthless.
- କୁତ୍ସିତ (ବ୍ୟକ୍ତି) Evil (person).
- ଅଣପୁରୁଷା Impotent.
|
| 4375 |
ଅପୁରୋଦନ୍ତୀ |
- Apurodantī (ଦେ.ବି.) - (ବିଜ୍ଞାନପରିଭାଷା) ପୁରୋଦନ୍ତ ବା ଛାମୁଦାନ୍ତ ନ ଥିବା ପ୍ରାଣୀ (ଯଥା - ପିପୀଲିକାଭୁକ୍; ବଜ୍ରକାପତା (ବଜ୍ରକାପ୍ତା) (Physiology) Edentata.
|