View Page

Category

ss

cat1

cat2

Dictionary : View_page

ID Main Word Content
4376 ଅପୁଷୀ

Also : [ ଅପୁଷ୍ପା ] 

  1. Apushī (ଦେ.ବିଣ.) - ଅରଜସ୍କା (ସ୍ତ୍ରୀ) (a woman) Without menses.
  2. ଋତୁହୀନା ସ୍ତ୍ରୀ  (a woman) In whom menses do not appear at all.
  3. ଯେଉଁ ସ୍ତ୍ରୀ ଆଦୌ ଋତୁମତୀ ହୁଏ ନାହିଁ A woman in whom menses do not appear at all.
4377 ଅପୁଷ୍ଟ
  1. Apushṭa (ସଂ.ବିଣ.) - କ୍ଷୀଣ Lean.
  2. ଅପରିପୁଷ୍ଟ; ଯେ ପୂର୍ଣ୍ଣରୂପେ ବଢ଼ି ନାହିଁ Not fully developed; undeveloped.
  • ଅପୁଷ୍ଟା - (ସ୍ତ୍ରୀ)
4378 ଅପୁଷ୍ଟତା
  1. Apushṭatā (ସଂ.ବି.) - ଅର୍ଥଦୋଷବିଶେଷ A defect in composition when the word does not promote or support the sense.

 [ ଉ ] ମୁଖ୍ୟାର୍ଥର ଅନୁପଯୋଗୀ କୌଣସି ଶବ୍ଦ ପ୍ରୟୋଗ କଲେ ଅପୁଷ୍ଟତା ଦୋଷ ହୁଏ] ଯଥା - ଅସ୍ତ ହେଲେ ରବି ଗ୍ରହରାଜ ଦିନମଣି, ତାରାମୟ ହାର ପିନ୍ଧି ଆସିଲା ରଜନୀ। - (କୁଳମଣି, ଅଳଙ୍କାର ତରଙ୍ଗିଣୀ)

4379 ଅପୁଷ୍ପ

Also : [ ଅପୁଷ୍ପକ ]

Category : [ Botany ]

  1. Apushpa (ସଂ.ବିଣ.) - (ଉଦ୍ଭିଦବିଜ୍ଞାନ) ଯେଉଁ ସକଳ ବୃକ୍ଷର ପୁଷ୍ପ ହୁଏ ନାହିଁ (Botany) Cryptogam.
  • ଅପୁଷ୍ପା - (ସ୍ତ୍ରୀ)
4380 ଅପୁଷ୍ପକ

Also : [ ଅପୁଷ୍ପ ]

Category : [ Botany ]

  1. Apushpaka  (ସଂ.ବିଣ.) - (ଉଦ୍ଭିଦବିଜ୍ଞାନ) ଯେଉଁ ସକଳ ବୃକ୍ଷର ପୁଷ୍ପ ହୁଏ ନାହିଁ (Botany) Cryptogam.
  • ଅପୁଷ୍ପିକା - (ସ୍ତ୍ରୀ)
Page 876 of 881



Advertisement

sksk