View Page

Category

ss

cat1

cat2

Dictionary : View_page

ID Main Word Content
4736 ଅବତାରିତ
  1. Abatārita (ସଂ.ବିଣ.) - ଅବରୋପିତ; ଯାହାକୁ ଉପରୁ ତଳକୁ ଅଣାଯାଇଅଛି Got down.
  2. ପ୍ରସ୍ତାବିତ Proposed.
4737 ଅବତାରିବା

Also : [ ଅବତରିବା ]

  1. Abatāribā (ଦେ.କ୍ରି.) - ଅବତାର ଗ୍ରହଣ କରିବା; ଅବତାର ଗ୍ରହଣ କରି ପୃଥିବୀରେ ଜନ୍ମ ହେବା To be incarnated in the world.
  2. ଅବତୀର୍ଣ୍ଣ ହେବା; ଅବତରଣ କରିବା; ଓହ୍ଲାଇବା To descend; to get down; to alight.
  3. (ଦେବତା) ସ୍ୱର୍ଗରୁ ମଞ୍ଚକୁ ଓହ୍ଲାଇ ଆସିବା To descend from the heavens.
  4. ଦେବତାବିଷ୍ଟ ବ୍ୟକ୍ତି (କାଳିସୀ) ଦେବାଦେଶକୁ ପ୍ରକାଶ କରିବା To declare the commands of a Deity (said of a person said to be possessed of the spirit of a Deity).
  5. (ଲକ୍ଷଣାର୍ଥ) କ୍ରୋଧରେ ଉନ୍ମତ୍ତ ବା ଜ୍ଞାନଶୂନ୍ୟ ହୋଇ ଗାଳି ମନ୍ଦ କରିବା To rave in anger.
  6. ଜନ୍ମଲଭିବା; ଜନ୍ମିବା To be born.
  7. ଉତ୍ତାରିଦେବା; କୌଣସି ବସ୍ତୁ ବା ବ୍ୟକ୍ତିକୁ ଉପରୁ ତଳକୁ ଓହ୍ଲାଇ ଦେବା To cause to get down; to let down; to bring down.
4738 ଅବତାରୀ
  1. Abatārī (ସଂ.ବିଣ.) - ଯେ ଅବତାର ଗ୍ରହଣ କରନ୍ତି; ଈଶ୍ୱର Incarnate.
4739 ଅବତୀର୍ଣ୍ଣ

Also : [ ଅବତିନ୍ୟ ]

  1. Abatīrṇṇa (ସଂ.ବିଣ.) - ଓହ୍ଲାଇଥିବା Descended.
  2. ତଳକୁ ଉତୁରି ଥବା; ନିମ୍ନକୁ ଆଗତ Got down; alighted.
  3. ଆବିର୍ଭୂତ; ଉପସ୍ଥିତ Appeared.
  4. ଗୃହୀତାବତାର; ଅବତାର ଗ୍ରହଣ କରିଥିବା Incarnate.
  5. ଉତ୍ପନ୍ନ; ଜାତ Born.
  6. ଉର୍ତ୍ତୀର୍ଣ୍ଣ; ପାରି ହୋଇଥିବା Having crossed.
  7. ଅତିକ୍ରାନ୍ତ Passed over or by.
4740 ଅବତୋକା
  1. Abatokā (ସଂ.ବି.) - ସ୍ରବଦ୍‌ଗର୍ଭା ଗାଭୀ; ଯେଉଁ ଗାଈ ଅସମୟରେ ଗୋବରି ପକାଇଅଛି A cow which has miscarried from accident.
Page 948 of 949



Advertisement

sksk