View Page

Category

ss

cat1

cat2

Dictionary : View_page

ID Main Word Content
4716 ଅବଡ଼ା
  1. Abaṟḍ̠ā (ସଂ.ବିଣ.) - (ମେଦିନୀପୁର) ହାଣ୍ଡିରେ ରହିଥିବା ଅବଢ଼ା ରନ୍ଧା ଭାତ  (cooked rice) Which has not yet been served and which remains in the boiling pot.
4717 ଅବଡୀନ
  1. Abadīna (ସଂ.ବି.) - ତଳଆଡ଼କୁ ଉଡ଼ିବା; ପକ୍ଷୀର ଅଧୋଗମନ Flying downwards.
  2. ଉପରକୁ ଉଡ଼ୁଥିବା (ପକ୍ଷୀ) Flying upwards.
4718 ଅବଢ଼ା

Also : [ ଅଭଡ଼ା ] 

  1. Abaṟḍ̠hā (ଦେ.ବିଣ.) - ବଢ଼ା ହୋଇ ନ ଥିବା ଖାଦ୍ୟ (food) Which has not been served or dealt out.

 [ ଦ୍ର ]  ଲୋକେ ସାଧାରଣତଃ ଅନ୍ନକୁ ହାଣ୍ଡିରୁ ପତ୍ର ବା ଥାଳି ଆଦିରେ ବାଢ଼ି ଖାଆନ୍ତି। ମାତ୍ର ଜଗନ୍ନାଥଙ୍କ ମହାପ୍ରସାଦକୁ ସେହି ହାଣ୍ଡିରେ, କୁଡ଼ିଆରେ ଅଥବା ଛେଲୁଆରେ ଖାଆନ୍ତି ବୋଲି ତାହାକୁ ଅବଢ଼ା ବା ଅଭଡ଼ା କୁହାଯାଏ।

4719 ଅବଣ୍ଟା
  1. Abaṇṭā (ଦେ.ବିଣ.) - ଅବଣ୍ଟିତ; ଯାହା ବଣ୍ଟା ହୋଇ ନାହିଁ Undistributed
  2. ଅବିଭକ୍ତ; ଯାହା ବଣ୍ଟରା ହୋଇ ନାହିଁ Unpartitioned.
  3. ଇଜିମାଲି Undivided; joint.
4720 ଅବତଂସ
  1. Abataṁsa (ସଂ.ବି.) - ଭୂଷଣ; ଅଳଙ୍କାର Ornament.
  2. କର୍ଣ୍ଣଭୂଷଣ Ear-ornament.
  3. ଶିରୋଭୂଷଣ; କିରୀଟ Diadem; crown.
  4. (ସମାସରେ ବଂଶବାଚକ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା - ରଘୁବଂଶାବତଂସ) ଭୂଷଣସ୍ୱରୂପ ବଂଶର ଯୋଗ୍ୟ ବ୍ୟକ୍ତି  (a person who is) The glory of a race or family.
  • ଅବତଂସକ ସୂତ୍ର Avatansaka Sutra
  1. ବୌଦ୍ଧ ଧର୍ମର ଏକ ପ୍ରସିଦ୍ଧ ଗ୍ରନ୍ଥ ‘ଅବତଂସକ ସୂତ୍ର 'Avatansaka Sutra', a famous Buddhist text
Page 944 of 949



Advertisement

sksk