View Page

Category

ss

cat1

cat2

Dictionary : View_page

ID Main Word Content
4731 ଅବତାରଣ
  1. Abatāraṇa (ସଂ.ବି.) - ଊର୍ଦ୍ଧ୍ୱରୁ ନିମ୍ନକୁ ଆନୟନ Bringing down.
  2. ଅବରୋହଣ; ତଳକୁ ଓହ୍ଲାଇବା Descending.
  3. ପ୍ରସ୍ତାବନ Preface.
  4. ଅପସାରଣ Removal.
  5. ଅବତାର ଗ୍ରହଣ Assumption of an incarnation.
  6. ଉତ୍ପତ୍ତି; ଜନ୍ମ Birth.
  7. ଅଭିବ୍ୟକ୍ତି Manifestation.
4732 ଅବତାରଣା

Also : [ ଅବତାରଣିକା, ଅବତରଣିକା ] 

  1. Abatāraṇā (ସଂ.ବି.) - ସୋପାନ; ପାହାଚ Flight of steps.
  2. ଗ୍ରନ୍ଥର ଭୂମିକା; ଉପକ୍ରମଣିକା; ଗ୍ରନ୍ଥର ପୂର୍ବାଭାଷ Introduction to a book.
  3. କୌଣସି ପ୍ରସଙ୍ଗକୁ ସଭା ବା ସମାଜ ସମ୍ମୁଖକୁ ଆଣିବା ବା ଉପସ୍ଥାପନ କରିବା To bring or present an issue before a meeting or society.
  • ସମକକ୍ଷ : ଆମୁଖ, ପ୍ରସ୍ତାବନା, ପ୍ରାକ୍ କଥା, ପ୍ରାକ୍-ଭାଷ, ଭୂମିକା, ମୁଖବନ୍ଧ
4733 ଅବତାରବାଦ
  1. Abatārabāda (ସଂ.ବି.) - ପୃଥିବୀରୁ ପାପଭାର ଲଘୁ କରିବା ପାଇଁ ଦେବତା ମର୍ତ୍ତ୍ୟରେ ଜନ୍ମଗ୍ରହଣ କରନ୍ତି - ଏହି ଲୋକ ବିଶ୍ୱାସ Theory of the Deities advent into the world as incarnation; Incarnation Theory.
4734 ଅବତାରବାଦୀ
  1. Abatārabādī (ସଂ.ବିଣ.) - ଯେଉଁ ବ୍ୟକ୍ତି ଅବତାରବାଦରେ ବିଶ୍ୱାସ କରନ୍ତି  Belonging to the Theory of Incarnation.
  • ଅବତାରବାଦିନୀ - (ସ୍ତ୍ରୀ
4735 ଅବତାରଭେଦ
  1. Abatārabheda (ସଂ.ବି.) - ଦେବତାଙ୍କର ଭିନ୍ନ ଭିନ୍ନ ଅବତାର Different incarnations of a Deity.
Page 947 of 949



Advertisement

sksk