View Page

Category

ss

cat1

cat2

Dictionary : View_page

ID Main Word Content
4696 ଅବଚ୍ଛେଦନ
  1. Abachhedana (ସଂ.ବି.) - କର୍ତ୍ତନ Cutting.
  2. ବିଭାଗକରଣ Dividing.
  3. ପ୍ରଭେଦକରଣ Distinguishing; discriminating.
  4. ପୃଥକ୍‌କରଣ Separation.
4697 ଅବଚ୍ଛେଦାବଚ୍ଛେଦ
  1. Abachhedābachheda (ସଂ.ବି.) - ବହୁ ବସ୍ତୁରେ ଲକ୍ଷିତ ପ୍ରଭେଦମାନଙ୍କୁ ଦୂର କରି ସେମାନଙ୍କୁ ଏକଶ୍ରେଣୀଭୁକ୍ତ କରିବା Generalisation by removing distinctions.
  2. ପ୍ରଭେଦମାନଙ୍କର ଦୂରୀକରଣ Removing distinctions.
4698 ଅବଚ୍ଛେଦାବଚ୍ଛେଦରେ

Also : [ ଅବଚ୍ଛେଦାବଚ୍ଛେଦେ, ଅବଚ୍ଛେଦେ ]

  1. Abachhedābachhedare (ଦେ.ଅ.) - ସର୍ବସାକଲ୍ୟରେ Throughout; universally.
  2. ନିର୍ବିଶେଷରେ Indiscriminately; invariably. (ଯଥା - ଅମୁକ ଦେଶରେ ଲୋକେ ଅବଚ୍ଛେଦାବଚ୍ଛେଦରେ ପରିଶ୍ରମୀ ଅଟନ୍ତି।)
  3. ସର୍ବତୋଭାରେ; ସବୁ ପ୍ରକାରେ In all respects.
  4. ସମ୍ପୂର୍ଣ୍ଣରୂପେ Entirely; wholly.
4699 ଅବଚ୍ଛା
  1. Abachhā (ଦେ.ବିଣ.) - ଯେଉଁ ମାଛ, ଶାଗ, ଚାଉଳ, ଧାନ, ଡାଲି ଆଦିର ତ୍ୟାଜ୍ୟ ଅଂଶମାନ ବଛା ହୋଇ ନ ଥାଏ (fish; pot-herb; rice; split peas etc) From which bad and undesirable parts have not been picked out.
  2. ଯେଉଁ ଧାନ କିଆରିରୁ ବା ବଗିଚାରୁ ଘାସ ଆଦି ବଛା ହୋଇ ନ ଥାଏ Unweeded (paddy-fields or gardens)
  3. ଭଲ ବା ମନ୍ଦଯାକ ପୃଥକ୍ କରାଯାଇ ନ ଥିବା (ବସ୍ତୁ) (things) Which have not been separated by selection.
4700 ଅବଜୟ
  1. Abajaya (ସଂ.ବି.) - ଯୁଦ୍ଧଦ୍ୱାରା ଜିତିବା Winning by conquest.
  2. ପରାଜିତକରଣ Vanquishing; over-coming.
  3. ଜୟ କରି ଛଡ଼ାଇ ନେବା Spoliation.
  4. ଯୁଦ୍ଧଜୟ Victory; conquest.
  • ଅବଜିତ - (ବିଣ.)
Page 940 of 949



Advertisement

sksk