| 4686 |
ଅବଚସ୍କର |
- Abachaskara (ସଂ.ବିଣ.) - (ଅ+ବଚସ୍କର) ଯେ କଥା କହୁ ନାହିଁ Silent; not speaking.
|
| 4687 |
ଅବଚିତ |
- Abachita (ସଂ.ବିଣ.) - ଗଛରୁ ତୋଳାଯାଇଥିବା Picked from a tree.
- ଆହୃତ; ସଂଗୃହୀତ Collected; gathered.
- ସଞ୍ଚିତ Stored.
- ଅପବ୍ୟୟିତ Wasted; squandered.
|
| 4688 |
ଅବଚୂଡ଼ |
Also : [ ଅବଚୂଡ଼ା, ଅବଚୂଳ, ଅବଚୂଳକ ]
- Abachūṟḍ̠a (ସଂ.ବିଣ.) - ନେତ; ପତନୀ; ଧ୍ୱଜାଗ୍ର - ବଦ୍ଧ ତଳଆଡକୁ ବହୁଦୂରକୁ ଲମ୍ବିଥିବା ଲମ୍ବା ଓ ସରୁ ବସ୍ତ୍ରଖଣ୍ଡ A long strip of cloth which flows down from the top of a flag-staff; pennon.
- ମାଲ୍ୟ; ମାଲା Garland.
- ଚଅଁର; ଚାମର A brush-shaped fan made of the long hair of the tails of yaks and horses; chowrie; a fly-brush.
|
| 4689 |
ଅବଚୂର୍ଣ୍ଣିତ |
- Abachūrṇṇita (ସଂ.ବି.) - ଉତ୍ତମ ରୁପେ ଚୂନା କରାଯାଇଥିବା Reduced into fine powder; pulverised.
- ଯାହା ଉପରେ ଚୂନା ବା ଫୁଲ ଆଦି ଛିଞ୍ଚା ହୋଇଥାଏ Sprinkled with powder or flowers.
|
| 4690 |
ଅବଚ୍ଛାତ |
Also : [ ଅବଚ୍ଛିତ ]
- Abachchhāta (ସଂ.ବି.) - ଛାଲ ଉତରା ଯାଇଥିବା Skinned.
- କଟା ଯାଇଥିବା (ଫସଲ) Reaped.
- ଉପବାସାଦି ଦ୍ୱାରା କ୍ଷୀଣତାପ୍ରାପ୍ତ Emaciated by abstinence.
|