View Page

Category

ss

cat1

cat2

Dictionary : View_page

ID Main Word Content
4671 ଅବଗୋଚର

Also : [ ଅବଗତି ] 

  1. Abagochara (ସଂ.ବି.)  - ଅସ୍ପଷ୍ଟରୂପେ ଦୃଷ୍ଟ ବା ଜ୍ଞାତ Dimly seen or perceived; imperfectly known.
  2.  ଜ୍ଞାନ; ଜାଣିବା Knowledge.
  3. ସମ୍ବାଦ ପ୍ରାପ୍ତି State of being informed; information; notice.
  4. ବୋଧ Perception.
4672 ଅବଗୋରଣ
  1. Abagoraṇa (ସଂ.ବି.)  - ବଧାର୍ଥ ଅସ୍ତ୍ରାଦି ଉତ୍ତୋଳନ; ଶସ୍ତ୍ରାଦି ଉଞ୍ଚାଇବା The lifting of a weapon to kill or strike.
  2. ଉଚ୍ଚ ସ୍ୱରରେ ଧ୍ୱନି ବା ଶବ୍ଦ କରିବା ଉଚ୍ଚ ସ୍ୱରରେ ଧ୍ୱନି ବା ଶବ୍ଦ କରିବା Making a loud sound or noise.
4673 ଅବଗ୍ରହ
  1. Abagrha (ସଂ.ବି.)  - ନିଗ୍ରହ Disfavour.
  2. ପଛକୁ ପେଲି ଦେବା Pushing back.
  3. ଅପସାରଣ Removal.
  4. ବୃଷ୍ଟିସ୍ତମ୍ଭ; ବୃଷ୍ଟିରୋଧ The stoppage of rain.
  5. ଅନାବୃଷ୍ଟି; ମରୁଡ଼ି Drought; want of rain.
  6. ଗ୍ରହଣ Acceptance.
  7. ଅନାଦର Slight; disrespect.
  8. ହରଣ Taking away.
  9. ଅପହରଣ Stealing; theft.
  10. ପ୍ରତିବନ୍ଧକ; ବାଧା Obstacle; impediment.
  11. ମନର ଭ୍ରମ Mistake.
  12. ଶାପ; ଅଭିଶାପ Curse; imprecation.
  13. ନିନ୍ଦାବାଦ Slander.
  14. ତିରସ୍କାର Rebuke.
  15. ସ୍ୱଭାବ; ପ୍ରକୃତି  Nature; habit.
  16. ଗଜସମୂହ A herd or collection of elephants.
  17. ହସ୍ତୀର ଲଲାଟ ଦେଶ The brow of an elephant.
  18. (ବ୍ୟାକରଣ) ପାଠକାଳୀନ ବିରାମ; କୌଣସି ପଦ ବା ବାକ୍ୟ ପଢ଼ୁ ପଢ଼ୁ ମଝିରେ ସ୍ଥାନେ ସ୍ଥାନେ ଯେଉଁଠାରେ ରହିବାକୁ ପଡ଼େ (grammar) Stops made during the reading of a passage.
  • ଚିହ୍ନ : 'ଽ' (ଯାହାକୁ ଇଂରାଜୀରେ Avagraha କୁହାଯାଏ)
  • ବ୍ୟବହାର (ସନ୍ଧି) : ସନ୍ଧି ସମୟରେ ପୂର୍ବପଦର ଅନ୍ତସ୍ଥ 'ଅ' କାର ଲୋପ ପାଇଲେ ସେହି ସ୍ଥାନରେ ଅବଗ୍ରହ ଚିହ୍ନ ବ୍ୟବହାର କରାଯାଏ। ଯଥା: ଦ୍ୱିତୀୟୋ + ଅଧ୍ୟାୟଃ = ଦ୍ୱିତୀୟୋ‍ଽଧ୍ୟାୟଃ।
  • ସ୍ୱର ଦୀର୍ଘ କରିବା ପାଇଁ : ସ୍ୱରବର୍ଣ୍ଣର ଉଚ୍ଚାରଣକୁ ଟିକିଏ ଲମ୍ବା ବା ଦୀର୍ଘ କରିବା ପାଇଁ ମଧ୍ୟ ଏହା ବ୍ୟବହୃତ ହୁଏ।
Page 935 of 935



Advertisement

sksk