| 4691 |
ଅବଚ୍ଛନ୍ନ |
- Abachchhinna (ସଂ.ବିଣ.) - ଯୁକ୍ତ; ସଂଯୁକ୍ତ Joined
- ମିଳିତ; ମିଶ୍ରିତ Mixed.
- ବିଶିଷ୍ଟ Consisting of.
- ବିଚ୍ଛିନ୍ନ Cut off; separated.
- ବିଭକ୍ତ; ଖଣ୍ଡିତ Cut; divided
- ବିଶ୍ଳିଷ୍ଟ Analysed.
- ସୀମାବଦ୍ଧ Limited; bounded.
- ସଙ୍କୁଚିତ Contracted.
- ନିର୍ଣ୍ଣୀତ Ascertained.
- (ନ୍ୟାୟଶାସ୍ତ୍ର) ବିଶିଷ୍ଟ ଗୁଣର ଉଲ୍ଳେଖଦ୍ୱାରା ଅନ୍ୟାନ୍ୟ ସମସ୍ତ ବସ୍ତୁଙ୍କଠାରୁ ପୃଥକ୍ କରାଯାଇଥିବା (Logic) Predicated; distinguished from all other things by the mention of particular properties.
|
| 4692 |
ଅବଚ୍ଛୁରିତ |
- Abachchhurita (ସଂ.ବିଣ.) - ମିଶ୍ରିତ Mixed together.
- ବ୍ୟାପ୍ତ (ଆଲୋକ, କିରଣ, କିମ୍ବା ସୁଗନ୍ଧ ଇତ୍ୟାଦି) Spread over.
- ଉଚ୍ଚହାସ୍ୟ; ଘୋଡ଼ା ପରି ହେଁ ହେଁ ହସ Horse-laugh.
|
| 4693 |
ଅବିଚ୍ଛୁରିତକ |
- Abachhuritaka (ସଂ.ବି.) - ଘୋଡ଼ା ପରି ହେଁ ହେଁ ହସ Horse-laugh.
|
| 4694 |
ଅବଚ୍ଛେଦ |
- Abachchheda (ସଂ.ବି.) - (ସନ୍ଧି ଯୋଗୁଁ ଛ ସ୍ଥାନରେ ଚ୍ଛ ଆଦେଶ) ଯୋଜନ; ସଂଯୋଜନ Joining.
- ମିଶ୍ରଣ Mixing together.
- ବିଚ୍ଛେଦ Separation.
- ପ୍ରଭେଦ Distinction.
- ବିରାମ; ନିବୃତ୍ତି Cessation.
- ଉଚ୍ଛେଦ; ବିନାଶ Destruction.
- ପରିଚ୍ଛେଦ Chapter; action.
- ଖଣ୍ଡ; କର୍ତ୍ତିତ ଅଂଶ Section; one of the portions cut.
- ସୀମା Limit; boundary.
- ଏକଦେଶ; ଏକାଂଶ Part.
- ନିର୍ଣ୍ଣୟ Ascertainment; determining.
- (ନ୍ୟାୟଶାସ୍ତ୍ର) ବସ୍ତୁର ବୈଶିଷ୍ଟ୍ୟ; କୌଣସି ବସ୍ତୁର ବସ୍ତୁ- ଠାରୁ ପ୍ରଭେଦଜ୍ଞାପକ ବିଶେଷତ୍ୱ (Logic) A predicate; the special property of a thing by which it is distinguishable from all other things.
- ବୈଶିଷ୍ଟ୍ୟର ଉଲ୍ଲେଖ Particularising.
|