View Page

Category

ss

cat1

cat2

Dictionary : View_page

ID Main Word Content
4466 ଅପ୍ରତିବନ୍ଧ
  1. Apratibaddha (ସଂ.ବି.) -  ବିଘ୍ନ ବା ବ୍ୟାଘାତର ଅଭାବ  Absence of obstacle or hindrance.
  2. (ସଂ.ବିଣ.) -ବିଘ୍ନରହିତ Free from hindrance; unobstructed.
4467 ଅପ୍ରତିବନ୍ଧକ
  1. Apratibandhaka (ସଂ.ବିଣ.) - ବାଧାରହିତ  Unobstruced.
  2. (ନଞ ତତ୍) ଯାହା ବିଘ୍ନକର ନୁହେଁ Unobstructive.
4468 ଅପ୍ରତିବିଧେୟ

Also : [ ଅପ୍ରତିକରଣୀୟ ] 

  1. Apratibidheya (ସଂ.ବିଣ.) - ଯାହାର ପ୍ରତିକାର ବା ପ୍ରତିବିଧାନ କରାଯାଇ ନ ପାରେ; ଅପ୍ରତିବିଧେୟ Irretrievable.
  2. ଚିକିତ୍ସା ଦ୍ୱାରା ଯାହା ଶାନ୍ତ କରାଯାଇ ନ ପାରେ; ଅଚିକିତ୍ସ୍ୟ Irremediable. 
4469 ଅପ୍ରତିଭ
  1. Apratibha (ସଂ.ବିଣ.) - ପ୍ରତିଭାଶୂନ୍ୟ Lacking in genius.
  2. ଅପ୍ରତ୍ୟୁତ୍ପନ୍ନମତି Having no presence of mind.
  3. ଅପ୍ରସ୍ତୁତ Nonplussed; confounded.
  4. କିଂକର୍ତ୍ତବ୍ୟବିମୂଢ଼ Bewildered.
  5. ପ୍ରଭାହୀନ; ତେଜହୀନ Shorn of lustre or brilliance.
  6. ଅନ୍ୟର ବୁଦ୍ଧିବଳରେ ପରାଜିତ Outwitted by another.
  • ଅପ୍ରତିଭା - (ସ୍ତ୍ରୀ)
4470 ଅପ୍ରତିମ
  1. Apratima (ସଂ.ବିଣ.) - (ବହୁବ୍ରୀହି; ଅ+ପ୍ରତିମା; ଯାହାର ପ୍ରତିମା ବା ସାଦୃଶ୍ୟ ନାହିଁ)  ଅନୁପମ; ନିରୁପମ; ଅତୁଳନୀୟ Unique; matchless; incomparable.
  • ଅପ୍ରତିମା - (ସ୍ତ୍ରୀ)
Page 894 of 933



Advertisement

sksk