View Page

Category

ss

cat1

cat2

Dictionary : View_page

ID Main Word Content
4456 ଅପ୍ରତିଆ
  1. Apratiā  (ଦେ.ବିଣ.) - ପରତେ ଯାଉ ନ ଥିବା; ବିଶ୍ୱାସ କରୁ ନ ଥିବା Unbelieving.
4457 ଅପ୍ରତିକର
  1. Apratikara  (ସଂ.ବିଣ.) - ବିଶ୍ୱସ୍ତ Trusted.
4458 ଅପ୍ରତିକରଣୀୟ
  1. Apratikaraṇīya  (ସଂ.ବିଣ.) - ଯାହାର ପ୍ରତିକାର ବା ପ୍ରତିବିଧାନ କରାଯାଇ ନ ପାରେ; ଅପ୍ରତିବିଧେୟ Irretrievable.
  2. ଚିକିତ୍ସା ଦ୍ୱାରା ଯାହା ଶାନ୍ତ କରାଯାଇ ନ ପାରେ; ଅଚିକିତ୍ସ୍ୟ Irremediable.
4459 ଅପ୍ରତିକାର
  1. Apratikāra  (ସଂ.ବି.) - ପ୍ରତିକାର ବା ପ୍ରତିବିଧାନର ଅଭାବ Want of redress.
4460 ଅପ୍ରତିକାର୍ଯ୍ୟ

Also : [ ଅପ୍ରତିକରଣୀୟ ] 

  1. Apratikārj̄ya  (ସଂ.ବିଣ.) - ଯାହାର ପ୍ରତିକାର ବା ପ୍ରତିବିଧାନ କରାଯାଇ ନ ପାରେ; ଅପ୍ରତିବିଧେୟ Irretrievable.
  2. ଚିକିତ୍ସା ଦ୍ୱାରା ଯାହା ଶାନ୍ତ କରାଯାଇ ନ ପାରେ; ଅଚିକିତ୍ସ୍ୟ Irremediable.
Page 892 of 933



Advertisement

sksk