View Page

Category

ss

cat1

cat2

Dictionary : View_page

ID Main Word Content
4461 ଅପ୍ରତିଦ୍ବନ୍ଦ୍ବୀ
  1. Apratidwandwī (ସଂ.ବିଣ.) - ପ୍ରତିଦ୍ୱନ୍ଦ୍ୱୀହୀନ Unrivalled; having no rival.
  2. ଯାହା ସହିତ ମୁକାବିଲା କରିବା ପାଇଁ କେହି ନଥାନ୍ତି There is no one to contend with it.
  3. ଏକ ବଙ୍ଗଳା ଚଳଚ୍ଚିତ୍ରର ନାମ The name of a Bengali film
4462 ଅପ୍ରତିପତ୍ତି
  1. Apratipatti (ସଂ.ବି.) - ସ୍ଥିରୀକରଣର ଅଭାବ Non-ascertainment.
  2. ଅଗୌରବ Want of reputation.
  3. ବ୍ୟକ୍ତିଗତ ଖାତିରର ଅଭାବ Want of personal influence or prestige.
  4. ଅସ୍ୱୀକାର Non-acceptance.
  5. ସାଧାରଣ ଚକ୍ଷୁରେ ପତିଆରାର ଅଭାବ Want of credit in the eyes of the public.
  6. ପ୍ରମାଣ ନ ହେବା ଅବସ୍ଥା State of not being proved.
  • ଅପ୍ରତିପନ୍ନ - (ବିଣ.)
4463 ଅପ୍ରତିପନ୍ନ

Also : [ ଅପ୍ରତିପାଦିତ ]

  1. Apratipanna (ସଂ.ବିଣ.) - ଅପ୍ରମାଣିତ Unproved.
  2. ସାଧାରଣଙ୍କ ଚକ୍ଷୁରେ ଯାହାର ପତିଆରା ନାହିଁ  Having no credit in the eyes of the public.
  3. ଯାହାଠାରେ ଲୋକଙ୍କ ଖାତିର ନ ଥାଏ Having no personal influence or prestige.
4464 ଅପ୍ରତିପାଦିତ

Also : [ ଅପ୍ରତିପନ୍ନ ]

  1. Apratipādita (ସଂ.ବିଣ.) - ଅପ୍ରମାଣିତ Unproved.
  2. ସାଧାରଣଙ୍କ ଚକ୍ଷୁରେ ଯାହାର ପତିଆରା ନାହିଁ  Having no credit in the eyes of the public.
  3. ଯାହାଠାରେ ଲୋକଙ୍କ ଖାତିର ନ ଥାଏ Having no personal influence or prestige.
4465 ଅପ୍ରତିବଦ୍ଧ
  1. Apratibaddha (ସଂ.ବିଣ.) - ବାଧା ବା ବ୍ୟାଘାତ ରହିତ; ଅପ୍ରତିହତ Unobstructed; unhindered.
  2. ସ୍ୱାଧୀନ Free; independent.
Page 893 of 933



Advertisement

sksk