ss
cat1
cat2
| ID | Main Word | Content |
|---|---|---|
| 4336 | ଅପାସରଣ |
|
| 4337 | ଅପାସ୍ତ |
|
| 4338 | ଅପାହରଣ |
|
| 4339 | ଅପି |
[ ଦ୍ର ] ଏହି ଶବ୍ଦ ଭାଷାରେ ସ୍ୱତନ୍ତ୍ର ବ୍ୟବହୃତ ହୁଏ ନାହିଁ; ଅନ୍ୟ ସଂସ୍କୃତ ଅବ୍ୟୟ ସଙ୍ଗେ ଲାଗି ଏହା ବ୍ୟବହୃତ ହୁଏ। ବଙ୍ଗଳାରେ ଏହି ଶବ୍ଦ 'ଓ', ହିନ୍ଦିରେ 'ଭି' ଓ ଓଡ଼ିଆରେ 'ବି' ଆକାର ଧାରଣ କରେ ଯଥା; 'ତା ପୁଅ ବି ତାର ଶତ୍ରୁ'। ଏହି 'ଅପି' ସଂସ୍କୃତରେ ନିମ୍ନଲିଖିତ ଭାବରେ ଓ ଅର୍ଥରେ ବ୍ୟବହୃତ ହୁଏ - ସମ୍ଭାବନା, ନିଶ୍ଚୟ, ସନ୍ଦେହ, ପ୍ରଶ୍ନ, ତର୍କଣା, ସମୁଚ୍ଚୟ, ନିନ୍ଦା ଓ ଅନୁଜ୍ଞା। ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୋଇ ଏଥିର ବ୍ୟବହାର ଯଥା - ଅପିଚ, ଅପିତୁ, ତଥାପି, ଯଦ୍ୟପି, ଅଦ୍ୟାପି, ତଦପି। |
| 4340 | ଅପିଆ |
[ ଦ୍ର ] ଅପିଆ ଶବ୍ଦ ଅଖିଆ ଶବ୍ଦ ସଙ୍ଗେ ସହଚରରୂପେ ବ୍ୟବହୃତ ହୁଏ।
|
sksk