| 4306 |
ଅପାବର୍ତ୍ତନ |
- Apābarttana (ସଂ.ବି.) - ପ୍ରତ୍ୟାବର୍ତ୍ତନ Turning away.
- ପଛକୁ ହଟି ଆସିବା Retreating.
- ଅପାବୃତ୍ତ, ଅପାବର୍ତ୍ତିତ - (ବିଣ.)
|
| 4307 |
ଅପାବୃତ୍ତ |
- Apābruta (ସଂ.ବି.) - ଅନାଚ୍ଛାଦିତ; ମେଲା Uncovered; bared.
- ସ୍ୱେଚ୍ଛାପ୍ରବୃତ୍ତ Engaged of one's free will.
- ଉଦ୍ଘାଟିତ Opened; unclosed.
- ସ୍ୱତନ୍ତ୍ର ବା ସ୍ୱାଧୀନ Independent; free.
|
| 4308 |
ଅପାବୃତି |
- Apābruti (ସଂ.ବି.) - ଉଦ୍ଘାଟନ Opening.
- ପରିବେଷ୍ଟନ Screening; enveloping.
|
| 4309 |
ଅପାବୃତ୍ତ |
- Apābṛutta (ସଂ.ବିଣ.) - ପ୍ରତ୍ୟାବୃତ୍ତ Returned.
- ପଛକୁ ଲେଉଟି ଆସୁଥିବା Retreating.
- ଭୂମିରେ ଲୁଣ୍ଠିତ Rolling on the ground.
|
| 4310 |
ଅପାବୃତ୍ତି |
Also : [ ଅପାବର୍ତ୍ତନ ]
- Apābṛutti (ସଂ.ବି.) - ପ୍ରତ୍ୟାବର୍ତ୍ତନ Turning away.
- ପଛକୁ ହଟି ଆସିବା Retreating.
|