| 4311 |
ଅପାମାରଗ |
Category : [ Plant ]
Also : [ ଅପାମାରଙ୍ଗ, ଅପାମାର୍ଗ, ଅପାମଗ୍, ଅପାମରା ]
- Apāmāraga (ଗ୍ରା.ବି.) - ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ A herbarious plant; Achyranthus aspera; the prickly chafflower.
|
| 4312 |
ଅପାମାରଙ୍ଗ |
Category : [ Plant ]
Also : [ ଅପାମାରଗ, ଅପାମାର୍ଗ, ଅପାମଗ୍, ଅପାମରା ]
- Apāmāraṅga (ଗ୍ରା.ବି.) - ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ A herbarious plant; Achyranthus aspera; the prickly chafflower.
|
| 4313 |
ଅପାମାର୍ଗ |
Category : [ Plant ]
Also : [ ଅପାମାରଗ, ଅପାମାରଙ୍ଗ, ଅପାମାର୍ଗ, ଅପାମଗ୍, ଅପାମରା, ଅପାମାରୁ, ଅପାମାରି ]
- Apāmārga (ସଂ.ବି.) - (ମାର୍ଜନ ବା ପରିଷ୍କାର କରାଯାଉଥିବାରୁ) ଏହାର କ୍ଷାର ଦ୍ୱାରା ପୂର୍ବେ ଲୁଗା ସଫା କରାଯାଉଥିଲା। ଏହା ମାରିଷାଦି ବର୍ଗର ବନ୍ୟ ଶାକ ବା ଗୁଳ୍ମ। ଏହାକୁ ଦାନ୍ତକାଠି ଘସିଲେ ବାତରୋଗ ଭଲ ହେଉଥିବା ଆୟୁର୍ବେଦରେ ଉଲ୍ଲେଖ ରହିଛି A herbarious plant; Achyranthus aspera; the prickly chafflower.
|
| 4314 |
ଅପାମ୍ପତି |
- Apāmpati (ସଂ.ବି.) - ସରିତ୍ପତି; ସରିତାଂପତି; ସାଗର; ସମୁଦ୍ର The sea; ocean
- ବରୁଣ ଦେବତା The God of the ocean; Baruna.
|
| 4315 |
ଅପାୟ |
- Apāya (ସଂ.ବି.) - ବିପଦ Calamity, Danger.
- କ୍ଷତି loss.
- ସ୍ଥାନଭ୍ରଂଶ Loss of position.
- ଚଳନ Movement.
- ବିନାଶ Destruction.
- ଧ୍ୱଂସ Ruin.
- ବିଘ୍ନ; ପ୍ରତିବନ୍ଧକ Obstacle; obstruction.
- ପଳାୟନ Fleeing away.
- ମୃତ୍ୟୁ Death.
- ସ୍ଥାନତ୍ୟାଗ Leaving a place.
|