| 4761 |
ଅବଧାନକୁ ଆସୁ |
Also : [ ଅବଧାନକାସୁ ]
- Abadhānaku āsu (ଦେ.ଅ.) - (ଏ ବିଷୟ) ଆପଣ ଶୁଣି ଆଜ୍ଞାହୁଅନ୍ତୁ; ଶୁଣିବାକୁ ସାବଧାନ ମଣିମା Be pleased to hear (this); deign to hear.
- ଅବଧାନକୁ ଆସିବା Abadhānaku āsibā
- (ଦେ.କ୍ରି.) - (କୌଣସି ବିଷୟ) ଶୁଣାଯିବା; ବିବେଚିତ ହେବା To be heard or attended to.
- ମଞ୍ଜୁରହେବା To be granted. (ଯଥା - ମୋ ଗୁହାରି ଛାମୁଙ୍କ ଅବଧାନକୁ ଆସିଲା ନାହିଁ)
|