View Page

Category

ss

cat1

cat2

Dictionary : View_page

ID Main Word Content
4411 ଅପେୟ
  1. Apeya (ସଂ.ବିଣ.) - ପିଇବାର ଅଯୋଗ୍ୟ undrinkable.
4412 ଅପେରା
  1. Aperā (ବୈଦେ.ବି.) - (ଇଂ. ଅପେରା) ଏକପ୍ରକାର ପାଶ୍ଚାତ୍ୟ ନାଟକାଭିନୟ Opera.
4413 ଅପେରାଗ୍ଲାସ୍‌
  1. Aperāglās (ବୈଦେ.ବି.) - (ଇଂ. ଅପେରାଗ୍ଲାସ୍) ଦୁଇପୁଡ଼ାଯୁକ୍ତ ଏକପ୍ରକାର ଦୂରବୀକ୍ଷଣ ଯନ୍ତ୍ର (ଏହାକୁ ଧରି ଥିଏଟରକୁ ଯାଇ ରଙ୍ଗଭୂମିରୁ ଦୂରରେ ବସିଥିବା ବ୍ୟକ୍ତିମାନେ ରଙ୍ଗଭୂମିକୁ ଚାହିଁଲେ ରଙ୍ଗ ଭୂମିର ଅଭିନୟମାନ ନିକଟତର ଓ ସ୍ପଷ୍ଟତର ଦେଖାଯାଏ) Opera-glass.
4414 ଅପୈଟ
  1. Apa̲i̱ṭa (ଦେ.ବିଣ.) - (ଯେଉଁ ପାଠ) ପଇଟି ନାହିଁ ବା ମୁଖସ୍ଥ କରାଯାଇ ନାହିଁ Not learned by heart.
4415 ଅପୈଠ
  1. Apa̲i̱ṭha (ଦେ.ବିଣ.) - ଯାହା ପଇଠ ବା ଦାଖଲ କରାଯାଇନାହିଁ Which has not been paid or submitted.
  2. ଅପହଞ୍ଚ That which cannot be reached.
  3. ଅପ୍ରାପ୍ୟ Unattainable.
  4. ଦୁର୍ଗମ Impassable.
Page 883 of 933



Advertisement

sksk