| 4416 |
ଅପୋଖତ |
Also : [ ଅପୋକତ, ଅପୋକ୍ତା ]
- Apokhata (ଦେ.ବିଣ.) - ଅପକ୍ୱ Unripe.
- କଞ୍ଚା Raw.
- ଅପରିପକ୍ୱ Unmatured.
|
| 4417 |
ଅପୋଗଣ୍ଡ |
- Apogaṇḍa (ସଂ.ବି.) - ଶିଶୁ Child; infant.
- ଯେଉଁ ବାଳକର ବୟସ ୧୬ ବର୍ଷରୁ କମ ନୁହେ A boy who is not under sixteen years of age.
- ସାବାଳକ ବ୍ୟକ୍ତି One who has attained majority.
- (ସଂ.ବିଣ.) - ସାବାଳଗ Major; having attained majority.
- ଯାହାକୁ ୧୬ ବର୍ଷ ବୟସ ଟପିଲାଣି Past the age of sixteen.
- ଭୀରୁ Timid.
- ଶ୍ଳଥ; ଲୁଳିତ Flaccid.
- ଯାହାର ସାଧାରଣ ଅପେକ୍ଷା ଅଧିକା ବା କମ୍ ପ୍ରତ୍ୟଙ୍ଗ ଅଛି (a person) Having a limb too many or too few.
- ବିକଳାଙ୍ଗ Maimed; deformed.
- ୫ ବର୍ଷ ଠାରୁ ୧୦ ବର୍ଷ ବୟସ୍କ Aged between 5 & 10 years.
|
| 4418 |
ଅପୋଡ଼ା |
- Apoṟḍ̲ā (ଦେ.ବିଣ.) - ଅଦଗ୍ଧ Unburnt.
- ବହୁଦୂରସ୍ଥ Very distant.
- ପରିତ୍ୟକ୍ତ Abandoned.
- ଯେଉଁ ଠାରେ କେବେ କେହି ବାସ କରି ନାହିଁ Not yet inhabited.
|
| 4419 |
ଅପୋଡ଼ା ପୃଥିବୀ |
- Apoṛḍ̠ā pṛuthibī (ଦେ.ବି.) - ଯେଉଁ ସ୍ଥାନରେ ଆଜିଯାକେ କେବେ ହେଲେ କେହି ନିଆଁ ଲଗାଇ ନାହିଁ ଅର୍ଥାତ୍ ଘର କରି ନାହିଁ Uninhabited country.
|
| 4420 |
ଅପୋଢ଼ |
- Apoṟḍ̠ẖa (ସଂ.ବିଣ.) - ନିର୍ଣ୍ଣୀତ Ascertained.
- ନିରସ୍ତ Repudiated; set at rest by argument.
- ସ୍ଥାନାନ୍ତରିତ; ନୀତ Removed; carried off; taken away.
- (ପ୍ରକୃତିବାଦ) ଅତିକ୍ରାନ୍ତ Passed.
- (ପ୍ରକୃତିବାଦ) ଉଦ୍ଘାଟିତ Opened; laid bare.
- ଭୀତ Frightened.
- ପରିତ୍ୟକ୍ତ Abandoned
- ବିତାଡ଼ିତ Driven away.
|