Also : [ ଅନ୍ଧପୁଟଳି, ଅନ୍ଧପଟି, ଅନ୍ଧପୁଟଳା, ଅନ୍ଧପୁଟିଳି, ଅନ୍ଧପୋଟଳି, ଅନ୍ଧପୁଟୁଳି ]
Andhapaṭaḻa (ସଂ.ବି.) - ମନୁଷ୍ୟ ବା ପଶୁ କିଛି ପଦାର୍ଥ ଦେଖି ପାରିବ ନାହିଁ, ଏଥିପାଇଁ ଆକ୍ଷି ଉପରେ ବନ୍ଧା ଯିବା ପଟୀ A band tied over the eye on account of which one cannot see any thing; a buffer over the eyes.
3852
ଅନ୍ଧପରମ୍ପରାନ୍ୟାୟ
Andhaparamparānyāya(ସଂ.ବି.) - ଅନ୍ଧ ଅନ୍ଧକୁ ବାଟ କଢ଼ାଇବାର ଉଦାହରଣ ଜଣେ ଅନ୍ଧ ଅନ୍ୟ ଅନ୍ଧକୁ ବାଟ କଢ଼ାଇଲେ, ଦୁହେଁଯାକ ଗାତରେ ପଡ଼ନ୍ତି ଏହି ନ୍ୟାୟ) The allegory of a blind man leading another blind man, one stumbling the other stumbles.