ss
cat1
cat2
| ID | Main Word | Content |
|---|---|---|
| 3846 | ଅନ୍ଧତମସ | Also : [ ଅନ୍ଧତମସ୍ ]
|
| 3847 | ଅନ୍ଧତାମିସ୍ର |
|
| 3848 | ଅନ୍ଧଦେଶ |
|
| 3849 | ଅନ୍ଧନିଶାପ |
|
| 3850 | ଅନ୍ଧପଙ୍ଗୁନ୍ୟାୟ |
[ ଦ୍ର ] ଅନ୍ଧ ଦେଖି ପାରେ ନାହିଁ, ଅଥଚ କାର୍ଯ୍ୟ କରି ପାରେ। ପଙ୍ଗୁ ଚାଲି ପାରେ ନାହିଁ, କିନ୍ତୁ ଦେଖି ପାରେ। ଏ ଦୁହେଁ ପୃଥକ୍ ପୃଥକ୍ କାର୍ଯ୍ୟ କରି ବସିଲେ କୌଣସି କାର୍ଯ୍ୟ ହୁଏ ନାହିଁ କିନ୍ତୁ ଯେବେ ଅନ୍ଧ ପଙ୍ଗୁକୁ କାନ୍ଧରେ ବସାଏ, ତେବେ ପଙ୍ଗୁର ଚକ୍ଷୁ ଅନ୍ଧକୁ ଚଳାଇଲେ ଉଭୟଙ୍କର ମିଳିତ ଶକ୍ତି ଦ୍ୱାରା ଅନେକ କାର୍ଯ୍ୟ କରାଯାଇ ପାରେ। ସାଙ୍ଖ୍ୟ ଶାସ୍ତ୍ରରେ ଏହାର ଉଦାହରଣ ଦ୍ୱାରା ପ୍ରକୃତିପୁରୁଷଙ୍କର ସମାହାରରେ ମୋକ୍ଷ ଓ ରୋଗ ଉଭୟ ଲାଭ ହେବା ରୂପକଛଳରେ ବର୍ଣ୍ଣିତ ହୋଇଅଛି। |
sksk