Word Book
God & Religion
ଈଶ୍ବର God
ଧର୍ମ Religion
ତୀର୍ଥ Holyplace
ସୃଷ୍ଟିକର୍ତ୍ତା Creator
ବିଧାତା Providence
ପ୍ରତିମା Image
ପିତୁଳା Idol
ଧୂପ Incense
ତପସ୍ୟ Austerities
ସ୍ବର୍ଗ Heaven
ନର୍କ Hell
ଆଶୀର୍ବାଦ Blessings
ଅଭିଶାପ Curse
ପାପ Vice
ପୁଣ୍ୟ Virtue
ସନ୍ନ୍ୟାସ Wandering
ଆତ୍ମା Soul
ମୁକ୍ତି Salvation
ଗୁରୁ Preceptor
ଶିଷ୍ୟ Disciple
ତୀର୍ଥଯାତ୍ରା Pilgrim
ଋଷି Sage
ପୁରୋହିତ Priest
ବ୍ରହ୍ମଚର୍ଯ୍ୟ Pupilage
ଧ୍ୟାନ Meditation
ମନ୍ଦିର Temple
ମୂର୍ତ୍ତିପୂଜା Idolatry
ସଂସ୍କାର Sacrament
ଠାକୁର ଘର Shrine
ଆସ୍ତିକ Theist
ପୂଜା Worship
ପ୍ରାର୍ଥନା Prayer
ମନ୍ତ୍ର Charm
ସ୍ତୋତ୍ର Hymn
ଦେବଦୂତ Angel
ଧର୍ମକାର୍ଯ୍ୟ Religious Deeds
ଦେବୀ Alter
ସୃଷ୍ଟି Creation
ଆଶ୍ରମ Shelter
ଅବତାର Incarnation
ଅଧିଦେବତା Guardian deity
ଇନ୍ଦ୍ର God of Thunder
ଉପଦେବତା Demi-god
କନ୍ଦର୍ପ Cupid
ଜଳଦେବତା Water nymph
ଦିଅଁ, ଦେବତା Deity
ଦେବୀ Goddess
ବନଦେବତା Wood nymph
ସର୍ବଶକ୍ତିମାନ Almighty
ସର୍ବବ୍ୟାପୀ Omnipresent
ସର୍ବଜ୍ଞ Omniscient
ସର୍ବଗ୍ରାସୀ Omnivorous
ସକଳ ଆକାରବିଶିଷ୍ଟ Omni form
ସୂର୍ଯ୍ୟ ଦେବତା Sun god, Apollo
ଅନନ୍ତକାଳ Eternity
ଅର୍ପଣ ନୈବେଦ୍ୟ Offering
ଅପରାଧ Offence
ଅମୃତ Nectar
ଅଧର୍ମୀ irreligious
ଅପବିତ୍ର unholy
ଅନ୍ତ୍ୟେଷ୍ଟିକ୍ରିୟା Funeral rites
ଅସୀମ infinite
ଆତ୍ମା Soul
ଆଶା Hope
ଆନନ୍ଦ Joy
ଉପାସନା Homage
ଉପବାସ Fast
ଉତ୍ସର୍ଗ Sacrifice
ଉତ୍କଣ୍ଠା Anxiety
ଏକାଗ୍ରତା Concentration
କାମନା Desire
ଗୀର୍ଜା Church
ଗୁରୁ Mentor
ଚନ୍ଦନକାଠ Sandal wood
ଚିତାଭସ୍ମ Funeral Pyre
ଜନ୍ମ Birth
ତର୍ପଣ, ହୋମ Oblation
ତପସ୍ୟା Meditation
ତୀର୍ଥଯାତ୍ରା Holy Place
ଦୀକ୍ଷା Pilgrimage
ଦୀପ Pilgrim
ଦୁଃଖ Grief
ମସ୍‌ଜିଦ Mosque
ମନନ Reflection
ମର୍ତ୍ତ୍ୟ Earth
ମୁକ୍ତି Salvation
ମୂର୍ତ୍ତି ପୂଜକ Idolator
ମୂର୍ତ୍ତି ପୂଜା Idolatry
ମୃତ୍ୟୁ Death
ମୃତ୍ୟୁ ବାର୍ଷିକ Death Anniversary
ସମାଧି ସ୍ଥଳ Burial Ground
ସସୀମ Finite
ସୁଖ Happiness
ସନ୍ତୋଷ Contentment
ଶିଷ୍ୟତ୍ବ Pupilage
ଶାଳଗ୍ରାମ Geode
ଧ୍ୟାନ Meditation
କଠୋର ବ୍ରତ Austerity
ଧର୍ମପରାୟଣ Pious
ଧର୍ମ ଉପଦେଶଜ୍ଞ Catechist
ଧର୍ମଗୁରୁ Preceptor
ଧର୍ମଶିଷ୍ୟ Disciple
ନରକ Hell
ପରମାତ୍ମା Supreme Soul
ପାଦୁକା କୁଣ୍ଡ Font
ପ୍ରତିଷ୍ଠା Consecration
ପୂଜା Worship
ପାପ Sin, Vice
ପ୍ରାୟଶ୍ଚିତ Atonement
ପରଲୋକ Next World
ଇହଲୋକ This World
ପରମ ସୁଖ Bliss
ବିଶ୍ବାସ Faith
ବିଧର୍ମୀ Infidel
ବିସର୍ଜନ Relinquishing
ବଳି Victim
ବ୍ରତ Vow
ଭିକ୍ଷା Alms
ଭକ୍ତି reverence
ମଠି Convent Monastery
ମନ୍ଦିର Temple
ହିନ୍ଦୁ ଧର୍ମ Hinduism
ବୌଦ୍ଧ ଧର୍ମ Buddhism
ବ୍ରାହ୍ମ ଧର୍ମ Brahmanism
ମୁସଲମାନ ଧର୍ମ Islam
ଖ୍ରୀଷ୍ଟ ଧର୍ମ Christianity
ଜୈନ ଧର୍ମ Jainism
ଶିଖ ଧର୍ମ Sikhism
No records match your search criteria.