Synonym : odia dictionary
Auto Ascending Table
ଅନ୍ତରୀପ Cape
ଅବବାହିକା Basin
ଅଶ୍ମମଣ୍ଡଳ Lithosphere
ଅକ୍ଷାଂଶ Latitude
ଅନୁବାତ ଅଞ୍ଚଳ Leeward
ଅୟନାନ୍ତ ଦିବସ Solstice
ଅଜୈବ ଶିଳା Inorganic rock
ଅପସୃତ ମୃତ୍ତିକା Transported soil
ଅବଶେଷ ମୃତ୍ତିକା Residual soil
ଅନ୍ତର୍ଭୂମି Sub soil
ଅନାବୃଷ୍ଟି Drought
ଅବିରାମ ଆଗ୍ନେୟଗିରି constant volcano
ଅପସାରଣ Transportation
ଅଧୋମୁଖୀ ସ୍ତମ୍ଭ Stalactite
ଅଶ୍ବଖୁରାକୃତି ହ୍ରଦ Horse-shoe lake
ଅନ୍ତଃସ୍ରୋତ Under Current
ଅସ୍ତରୀଭୂତ ଶିଳା Unstratified rock
ଅପ୍ରବେଶ୍ୟ ଶିଳା Impervious rock
ଅଭାବ ଅଞ୍ଚଳ Region of prvation
ଅମାବାସ୍ୟା ରାତି Newmoon night
ଅନ୍ଧକାର ବୃତ୍ତ Circle of Shadow
ଅଧିବର୍ଷ Leap year
ଆନ୍ତର୍ଜାତିକ ତାରିଖ ରେଖା International date line
ଆହ୍ନିକ ଗତି diumal motion
ଆୟନବାୟୁ Tradewind
ଆୟାସ ଅଞ୍ଚଳ Region of difficulty
ଆଲୋକବୃତ୍ତ Circle of illumination
ଆର୍ଦ୍ରତା Humidity
ଉଠା ଜଳସେଚନ Lift Irrigation
ଉପବୃତ୍ତ Ellipse
ଉପଦ୍ବୀପ Peninsula
ଉର୍ବର ପଟୁମାଟି Alluvial soil
ଉପନଦୀ Tributary
ଉପସାଗରୀୟ ସ୍ରୋତ Gulf stream
ଉପକୂଳ Sea Coast
ଉଷ୍ମମଣ୍ଡଳୀୟ ତୃଣଭୂମି Savana
ଉପସାଗର Bay
ଉପତ୍ୟକା Valley
ପାର୍ବତ୍ୟ ଉପତ୍ୟକା Mountain valley
ଗ୍ରସ୍ତ ଉପତ୍ୟକା Rift valley
ହିମବାହ ଉପତ୍ୟକା Glacial valley
ନଦୀ ଉପତ୍ୟକା River valley
ଅନ୍ଧ ଉପତ୍ୟକା Blind valley
ଉପହ୍ରଦ Lagoon
ଉତ୍ସକୂପ Artesian well
ଊର୍ଦ୍ଧ୍ବମୁଖୀ ସ୍ରୋତ Upward current
ଉଷ୍ମପ୍ରବାହ hot spring
କୁଦ mound
କୂଅ well
କୁଆପଥର Hail
କଟିବନ୍ଧ Zone, belt
କେନ୍ଦ୍ର, ମେରୁ Pole
କୁମେରୁ South Pole
କାକର Dew
କୁଜ୍ଝଟିକା, ଘନ କୁହୁଡ଼ି Fog
କର୍କଟକ୍ରାନ୍ତି Tropic of cancer
କାଦୁଅ Clay
କମେରୁ ବୃତ୍ତ Antarctic
କେନ୍ଦ୍ରମଣ୍ଡଳ Centrosphere
କକ୍ଷ Orbit
କୃଷ୍ଣ ମୃତ୍ତିକା Black Soil
କୁମେରୁ ସ୍ରୋତ Antarctic Current
କେନ୍ଦ୍ରପସାରୀ ଶକ୍ତି Centrifugal force
କଣ୍ଟାବନ Thorn forest
ଖଦଡ଼ ଗୋଡ଼ିପଥର Grit
ଖାତ Pit, Ditch
ଗର୍ଜନଶୀଳ ଚାଳିଶା Roaring forties
ଗଭୀର ଗଣ୍ଡ Gorge
ଗଳିତଧାତୁ Lava
ଗୁରୁତାପ High pressure
ଗୁହା Cave
ଗୁରୁମଣ୍ଡଳ Barysphere
ଗିରିନଦୀ Mountain stream
ଗିରିସଂକଟ Mountain pass
ଗ୍ରୀଷ୍ମ ମଣ୍ଡଳ Torried Zone
ଗ୍ରୀଷ୍ମକାଳୀନ କ୍ରାନ୍ତି ଦିବସ Summer solstice
ଘଡ଼ଘଡ଼ି Tunder
ଘୂର୍ଣ୍ଣି ବାୟୁ Hurricane, Whirl wind
ଘୂର୍ଣ୍ଣି ଝଡ଼ Cyclone
ଘାଟ Landing Place
ଘନୀଭବନ Condensation
ଚିରହରିତ ଅରଣ୍ୟ Evergreen forest
ଚରମ ଜଳବାୟୁ Extreme climate
ଚୁର୍ଣ୍ଣାଭବନ Weathering
ଚାପବଳୟ Pressure belt
ଚିରତୁଷାର ରେଖା Snow Line
ଚନ୍ଦ୍ରକିରଣ Beam
ଛାୟାବୃତ୍ତ Circle of Shadow
ଜଳବିଭାଜକ Water Parting
ଜଗତ World
ଜଳପ୍ରପାତ Waterfall
ଜୁଆର Tide
ଜୀବାଶ୍ମ Fossil
ଜୈବଶିଳା Oranic rock
ଜଳଜ ଶିଳା Aqueous rock
ଜଳବିଷୁବ Autumnal equinox
ଜଳବାୟୁ Climate
ଜଳସ୍ତମ୍ଭ Water Spout
ଜଳକଣା Moisture
ଜଳୀୟବାଷ୍ପ Water vapour
ଝରଣା Fountain, Spring
ଝଡ଼ Storm
ଢେଉ Wave
ତାରା Star
ତୃଣଭୂମି ଜଳବାୟୁ Grassland climate
ତରଙ୍ଗଭଙ୍ଗ (ଲହଡ଼ି) Breakers
ତ୍ରିକୋଣ ଭୂମି Delta
ତରଙ୍ଗର ପାଦ Hollow of waves
ତରଙ୍ଗର ଦୈର୍ଘ୍ୟ Wave length
ତରଙ୍ଗର ଶୀର୍ଷ Crest of waves
ଚାପବିକିରଣ Radiation
ଚାପ ପରିଚଳନ Convection
ତାପଗ୍ରହଣ Conduction
ତୁଷାର ପର୍ବତ Iceberg
ତୁଷାର ସ୍ରୋତ Glacier
ତୁହିନ Frost
ଦ୍ରାଘିମା Longitude
ଦେଶ Country
ଦ୍ବୀପ Island
ଦ୍ବୀପପୁଞ୍ଜ Isles, Archipelago
ଦକ୍ଷିଣାବର୍ତ୍ତ Clockwise
ଦ୍ବୈପ ଜଳବାୟୁ Insular climate
ଧ୍ରୁବତାରା Pole star
ନକ୍ସାଚିତ୍ର Plan
ନକ୍ସା ଆପେକ୍ଷିକ ଚିତ୍ର Sketch
ନାତିଶୀତୋଷ୍ଣ ତୃଣଭୂମି Steppe
ନିରକ୍ଷୀୟ ଜଳବାୟୁ Equatorialclimate
ନିରକ୍ଷୀୟ ଜଳ Equatorial plane
ନିରକ୍ଷୀୟ ସ୍ରୋତ Equatorial current
ନିମ୍ନମୁଖୀ ସ୍ରୋତ Downward current
ନଦୀସଙ୍ଗମ Confluence
ନଦୀର ପାର୍ବତ୍ୟ ଶଯ୍ୟା Mountain stage
ନାଳ Canal
ନଗ୍ନୀଭବନ denudation
ନକ୍ଷତ୍ର ଦିବସ Sidereal day
ନିଶୀଥ ସୂର୍ଯ୍ୟ Midnight sun
ନିର୍ଝର Cascade
ନଗର City, Town
ନଦୀ River
ନଦୀର ଉପର ଶଯ୍ୟା Upper reach
ନଦୀର ନିମ୍ନ ଶଯ୍ୟା Lower reach
ନଦୀର ବକ୍ର ଶଯ୍ୟା Meander
ନାସୀ, ଅନ୍ତରୀପ Promontory
ନଦୀର ଉତ୍ପତ୍ତି ସ୍ଥାନ Source
ପବନ Wind
ପର୍ବତ Mountain
ସ୍ତୂପ ପର୍ବତ Block mountain
କ୍ଷୟଜାତ ପର୍ବତ Residual mountain
ସଞ୍ଚୟଜାତ ପର୍ବତ mountain of accumulation
ଅର୍ଦ୍ଧ ବୃତ୍ତାକାର ପର୍ବତ Dome-shaped mountain
ଭଙ୍ଗିଳ ପର୍ବତ Fold mountain
ପର୍ବତ ଶୃଙ୍ଗ Peak, Summit
ପର୍ବତର ପାଦଦେଶ Foot (base) of mountain
ପର୍ବତ ଶ୍ରେଣୀ Mountain range
ପ୍ରକାଣ୍ଡ ବନ୍ଧ Barrage
ପାହାଡ଼ Hill
ପରିବେଗ Velocity
ପୋଖରୀ Pond
ପ୍ରଦେଶ Province
ପୋତାଶ୍ରୟ Harbour, Port
ପ୍ରଣାଳୀ Strait
ପାଣିଫୋଟକା Water Bubble
ପଶ୍ଚିମାବାୟୁ Westerlies
ପ୍ରତିବାତ ଅଞ୍ଚଳ Windward side
ପରିଚଳିତ ବୃଷ୍ଟି Conventional rain
ପାଗ Weather
ପାଟ (ସନ୍ତସନ୍ତିଆ) Marsh, bog
ପୋଲ Bridge
ପୃଥିବୀର ଆବର୍ତ୍ତନ Rotation of the earth
ପ୍ରମାଣ ସମୟ Standard time
ଭାରତୀୟ ପ୍ରମାଣକାଳ Indian Standard Time
ପ୍ରତିପାଦ ସ୍ଥାନ Antipodes
ପ୍ରାଥମିକ ଶିଳା Primary rock
ପାତାଳିକ ଶିଳା Plutonic rock
ପ୍ରବେଶ୍ୟ ଶିଳା Pervious rock
ପ୍ରବାଳକୀଟ Coral
ପଶ୍ଚାତ୍‌ କ୍ଷୟ Headward erosion
ପାର୍ଶ୍ବକ୍ଷୟ Lateral corrosion
ପ୍ଳାବନ ଭୂମି Flood plain
ପ୍ରାକୃତିକ ଭୂଗୋଳ Physical Geography