View Page

Category

ss

cat1

cat2

Dictionary : View_page

ID Main Word Content
4436 ଅପ୍ରକାଶ
  1. Aprakāṡa (ସଂ.ବି.) - ଅନଭିବ୍ୟକ୍ତି; ଦେଖା ନ ଯିବା Non-appearance.
  2. ଅପ୍ରକଟନ; ଗୋପନ Concealment; non-publication.
  3. ଅନ୍ଧକାର Darkness.
  4. (ସଂ.ବିଣ.) - ଅପ୍ରକାଶିତ; ପ୍ରକାଶରହିତ Not manifest.
  5. ଅପ୍ରକଟ Not published.
  6. ସ୍ପଷ୍ଟ ଦେଖା ନ ଯିବା Obscure.
  7. ଗୁପ୍ତ Concealed; hidden.
  8. ଅନ୍ଧକାରାଚ୍ଛନ୍ନ Dark.
4437 ଅପ୍ରକାଶିତ
  1. Aprakaṡita (ସଂ.ବିଣ.) - ଅପ୍ରଷ୍ଫୁଟିତ; ଫୁଟି ନ ଥିବା (ଫୁଲ) (flower) Not in bloom.
  2. ଯାହା ଅବଧି ଛପା ହୋଇ ପ୍ରକାଶ ହୋଇ ନାହିଁ  Not yet published.
  3. ଅଦୃଶ୍ୟ Invisible.
  4. ସର୍ବସାଧାରଣରେ ଅପ୍ରକାଶିତ Not made public.
  5. ବାହାରେ ଦେଖା ନ ଯିବା Latent; not patent.
  6. ଅସ୍ପଷ୍ଟ Indistinct.
  7. ଗୁପ୍ତ Hidden; concealed.
4438 ଅପ୍ରକାଶ୍ୟ
  1. Aprakāṡya (ସଂ.ବିଣ.) - ପ୍ରକାଶିତ ହେବାର ଅଯୋଗ୍ୟ Not fit to be published.
  2. ଗୋପନୀୟ; ସର୍ବସାଧାରଣରେ ପ୍ରକାଶିତ ହେବାର ଅଯୋଗ୍ୟ Private; confidential.
  3. ସାଧାରଣଙ୍କ ଦୃଷ୍ଟିର ଅନ୍ତରାଳରେ ସ୍ଥିତ Situated out of sight.
4439 ଅପ୍ରକୃତ
  1. Aprakṛuta (ସଂ.ବିଣ.) - ଅଯଥାର୍ଥ Incorrect.
  2. ଅସତ୍ୟ; ମିଥ୍ୟା False.
  3. ଅସ୍ୱାଭାବିକ Unnatural.
  4. ଅବାସ୍ତବ; କଳ୍ପିତ Imaginary.
  5. ବେଠିକ୍ Not real.
  6. କୃତ୍ତ୍ରିମ; ଗଢ଼ା Artificial.
4440 ଅପ୍ରଗଳ୍‌ଭ
  1. Apragaḻbha (ସଂ.ବିଣ.) - ଯେ ଗୁଡ଼ାଏ ଗପି ପାରେ ନାହିଁ A person who does not talk much.
  2. ନିରହଙ୍କାର Free from pride.
  3. ଲଜ୍ଜାଶୀଳ; ସଲଜ୍ଜ Modest.
  • ଅପ୍ରଗଳ୍‌ଭ -  (ସ୍ତ୍ରୀ)
  • ଅପ୍ରଗଳ୍‌ଭତା - (ବି.)
Page 888 of 933



Advertisement

sksk