View Page

Category

ss

cat1

cat2

Dictionary : View_page

ID Main Word Content
4391 ଅପୂତ
  1. Apūta (ସଂ.ବିଣ.) - ଅପବିତ୍ର Unholy; impure.
  2. ଅସଂସ୍କୃତ Unconsecrated.
4392 ଅପୂପ

Category : [ Food ]

  1. Apūpa (ସଂ.ବି.) - ପିଠା Cake; pudding.
  2. ରୁଟି; ରୋଟିକା Bread; loaf.
4393 ଅପୂର୍ଣ୍ଣ
  1. Apūrṇṇa (ସଂ.ବିଣ.) - ଅସମ୍ପୂର୍ଣ୍ଣ Incomplete.
  2. ଅସମାପ୍ତ Unfinished.
  3. ଯାହା ପୂରିତ ହୋଇ ନାହିଁ Not full; unfilled.
4394 ଅପୂର୍ଣ୍ଣ ମିତ୍ରାକ୍ଷର
  1. Apūrṇṇa mitrākshara (ସଂ.ବି.) -  ଯେଉଁ ପଦ୍ୟରେ ଉପାନ୍ତ ସ୍ୱରର ମିଳନ ନ ଥାଇ କେବଳ ଅନ୍ତ୍ୟ ବର୍ଣ୍ଣର ମିଳନ ଥାଏ Incomplete metre.

 [ ଉ ] କୋଟି ଲାବଣ୍ୟ ନିଧି ରେ ପଦ୍ମ ତୁହି। କି ଅମୃତେ ତୋ ତନୁ ଗଢ଼ିଲା ବିହି। - (ମଧୁସୂଦନ, ପଦ୍ୟ)

4395 ଅପୂର୍ଣ୍ଣାଙ୍ଗ
  1. Apūrṇṇāṅga (ସଂ.ବିଣ.) - ଯାହାର ଅଙ୍ଗମାନ ସମ୍ପୂର୍ଣ୍ଣରୂପେ ଗଠିତ ବା ସମାପ୍ତ ହୋଇ ନାହିଁ Having the parts or limbs not fully formed or developed.
Page 879 of 881



Advertisement

sksk