View Page

Category

ss

cat1

cat2

Dictionary : View_page

ID Main Word Content
3946 ଅନ୍ବିଷ୍ଟ
  1. Anwishṭa (ସଂ.ବିଣ.) - ଯାହା ଅନ୍ୱେଷଣ କରାଯାଇଛି Sought for; required.
  2. ଆକାଂକ୍ଷିତ Wished for.
  • ଅନ୍ୱେଷଣ - (ବି)
3947 ଅନ୍ବୀକ୍ଷଣ
  1. Anwīkshaṇa (ସଂ.ବି.) - ବେଦ ବାକ୍ୟାଦି ଶ୍ରବଣ କରି ପରେ ତହିଁର ଅର୍ଥ ପର୍ଯ୍ୟାଲୋଚନା କରିବା To revolve in mind the meaning of some passages heard or read.
  2. ଅନୁମାନ Guessing.
3948 ଅନ୍ବୀକ୍ଷା
  1. Anwīkshyā (ସଂ.ବି.) - ବେଦ ବାକ୍ୟାଦି ଶ୍ରବଣ କରି ପରେ ତହିଁର ଅର୍ଥ ପର୍ଯ୍ୟାଲୋଚନା କରିବା To revolve in mind the meaning of some passages heard or read.
  2. ଉନ୍ନୟନ Lifting up
  3. ଅନ୍ୱେଷଣ Searching after.
3949 ଅନ୍ବେଷକ
  1. Anweshaka (ସଂ.ବିଣ.) - ଯେ ଅନ୍ୱେଷଣ କରେ ବା ଖୋଜେ; ଅନୁସନ୍ଧାୟୀ one who seeks after, enquirer.
  • ଅନ୍ୱେଷିକା - (ସ୍ତ୍ରୀ)
3950 ଅନ୍ବେଷଣ
  1. Anweshaṇa (ସଂ.ବି.) - ଅନୁସନ୍ଧାନ Investigation; enquiry.
  2. ଅଲକ୍ଷିତ ବା ଅପ୍ରାପ୍ତ ବସ୍ତୁକୁ ଖୋଜିବା; ଅନିଶା Researech; seeking after.
  3. ଆକାଂକ୍ଷା Quest after a thing.
  • ଅନ୍ୱେଷିତ - (ବିଣ)
Page 790 of 881



Advertisement

sksk