View Page

Category

ss

cat1

cat2

Dictionary : View_page

ID Main Word Content
3716 ଅନ୍ତରଧ୍ୟାନ

Also : [ ଅନ୍ତରଧାନ, ଅନ୍ତରଧିଆନ, ଅନ୍ତର୍ଦ୍ଧାନ ]

  1. Antaradhyāna (ସଂ.ବି.) - ଅଦୃଶ୍ୟ ହେବା Disappearance.
  2. ତିରୋଧାନ; ଲୁଚିଯିବା Concealment; hiding.
  3. ବ୍ୟବଧାନ Space between; interstic.
3717 ଅନ୍ତରପୁଅ
  1. Antarapua (ଦେ.ବି.) - ଦାସୀଗର୍ଭଜାତ ପୁଅ  Illegitimate son; a son born of one's concubine.
3718 ଅନ୍ତରଭଉଣୀ
  1. Antarabhaunī (ଦେ.ବି.) - (କ୍ଷତ୍ରିୟମାନଙ୍କର) ପିତାଙ୍କ ରକ୍ଷିତା ସ୍ତ୍ରୀ- ଗର୍ଭଜାତ ଭଉଣୀ— One's sister born of father's concubine.
3719 ଅନ୍ତରଭାଇ
  1. Antarabhāi (ଦେ.ବି.) - (କ୍ଷତ୍ରିୟମାନଙ୍କର) ପିତାଙ୍କ ରକ୍ଷିତା ସ୍ତ୍ରୀଗର୍ଭଜାତ ଭାଇ One's brother born of father's concubine.
3720 ଅନ୍ତରଭାଇଆ
  1. Antarabhāiā (ଦେ.ବି.) - ରକ୍ଷିତା ସ୍ତ୍ରୀଗର୍ଭଜାତ ବଂଶଧରଗଣ One's illegitimate agnatic relations.
Page 744 of 939



Advertisement

sksk