View Page

Category

ss

cat1

cat2

Dictionary : View_page

ID Main Word Content
3616 ଅନୁସ୍ବର୍ଗ
  1. Anuswarga (ସଂ.ବି.) ତ୍ରିଶଙ୍କୁ ରାଜାଙ୍କ ପାଇଁ ବିଶ୍ୱାମିତ୍ର ସୃଷ୍ଟି କରିଥିବା ସ୍ୱର୍ଗ The heaven Biṡwāmitra created for the King Triṡaṅku.
3617 ଅନୁସ୍ବାର

Also : [ ଅନୁସ୍ବର ]

  1. Anuswāra (ସଂ.ବି.) -  ସ୍ୱରବର୍ଣ୍ଣ ପରେ ଥିବା 'ମ୍', ଅନୁନାସିକ ବିନ୍ଦୁଚିହ୍ନିତ ସ୍ୱର- 'ଂ', ଅଯୋଗବାହ ବର୍ଣ୍ଣ A point or circle showing a letter coming after vowels and expressing the nasal sound 'ṁ'.
3618 ଅନୁସ୍ୟୂତ
  1. Anusyūta (ସଂ.ବି.) - ଗ୍ରଥିତ  Intertwined
  2. ସତତ ସଂବନ୍ଧ Closely connected.
  3. ଦୃଢ଼ରୂପେ ସିଆଁ ହୋଇଥିବା Closely sewn.
3619 ଅନୁହରଣ

Also : [ ଅନୁହାର ]

  1. Anuharaṇa (ସଂ.ବି.) -ସଦୃଶୀକରଣ; ସମାନ କରିବା Equalisation; making equal
  2. (ବୀଜଗଣିତ) ସମାନ ମୂଲ୍ୟ କଳ୍ପିତ ହୋଇଥିବା ଦୁଇ ରାଶିକି ପ୍ରକାଶ କରିବା ରୀତି Equalisation (in Algebra).
3620 ଅନୁହରତି
  1. Anuharati (ଦେ.ପଦ୍ୟ.କ୍ରି.) ସମାନ, ସଦୃଶ ବା ପରି ଦେଖାଯାଉଅଛି Looks like.
Page 724 of 881



Advertisement

sksk